ଯଦି ସୁଶାନ୍ତଙ୍କ ପିତା ସିବିଆଇ ଯାଞ୍ଚ ଦାବି କରନ୍ତି ତେବେ ବିହାର ସରକାର ସୁପାରିଶ କରିବେ: ମୁଖ୍ୟମନ୍ତ୍ରୀ ନିତୀଶ କୁମାର
ପାଟନା : ବର୍ତ୍ତମାନ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ତଦନ୍ତ ଚାଲିଛି। ବିହାର ପୋଲିସ ମୁମ୍ବାଇରେ ପହଞ୍ଚି ସୁଶାନ୍ତଙ୍କ ଭଉଣୀ, ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ, ରୋଷେଇଆ , ତାଙ୍କ ସାଙ୍ଗ ଏବଂ ସହକର୍ମୀଙ୍କ ସମେତ ୬ ଜଣଙ୍କ ବିବୃତ୍ତି ରେକର୍ଡ କରିଛି। ତେବେ ସୂଚନାନୁସାରେ, ବିହାରରୁ ତଦନ୍ତ ପାଇଁ ଆସିଥିବା ଦଳକୁ ମୁମ୍ବାଇ ପୋଲିସ ସମର୍ଥନ କରୁନାହିଁ। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଯଦି…
