LAC:ଚୀନ୍ ରାଷ୍ଟ୍ରପତି ନିଜ ସୈନ୍ୟକଙ୍କୁ ଆଦେଶ ଦେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଥିବା ଏଲଏସି (LAC) ସହିତ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ (China) ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଗୋଟେ ପଟେ ବିଶ୍ୱ ଦୃଷ୍ଟିରେ ଭଲ ହେବା ପାଇଁ ଚୀନ୍ ଭାରତ ସହ ଶାନ୍ତି କଥାବାର୍ତ୍ତା ବିଷୟରେ କହୁଛି, କିନ୍ତୁ ବାସ୍ତବତା ହେଉଛି ଏହା ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ତାଙ୍କ ସୈନ୍ୟବାହିନୀକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ବର୍ତ୍ତମାନ ଚୀନ୍ର…
