Hathras Case:ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ଭେଟିଲେ ହାଥରସ ପିଡ଼ିତାଙ୍କ ପରିବାରକୁ,ଯୋଗୀ ସରକାରଙ୍କୁ କଲେ ଟାର୍ଗେଟ
ହାଥରସ(ମହିମା ଲାଇଭ ବ୍ୟୁରୋ): କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ (Rahul Gandhi) ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi) ତାଙ୍କ ପରିବାରକୁ ଭେଟିବା ପାଇଁ ଶନିବାର ପୀଡିତାଙ୍କ ଘରେ ପହଞ୍ଚିଥିଲେ। ଉତ୍ତରପ୍ରଦେଶ ପ୍ରଶାସନର ଅନୁମତି ପାଇବା ପରେ ରାହୁଲ ଏବଂ ପ୍ରିୟଙ୍କାଙ୍କ ସମେତ ୫ ଜଣ ହାଥରସରେ ପହଞ୍ଚିଥିଲେ। ହାଥରସ ଗ୍ୟାଙ୍ଗ-ବଳାତ୍କାର ପୀଡିତାଙ୍କୁ ଭେଟିବା ପରେ ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜି ହାଥରସ ଯାଇ ପୀଡିତା ପରିବାରକୁ ଭେଟିବା ପରେ…
