Home » Breaking News » Page 32
railway_odisha-min

IRCTC: ଟ୍ରେନ୍ ଟିକେଟ୍ ବୁକିଂ ନୂଆ ନିୟମ; ଟ୍ରେନ୍ ଛାଡିବା ପାଞ୍ଚ ମିନିଟ୍ ପୂର୍ବରୁ ସିଟ୍ ମିଳିବ

ଭୁବନେଶ୍ୱର: ଯଦି ଆପଣ ଏହି ଦୀପାବଳି କିମ୍ବା ପୂଜାରେ ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଟିକେଟ୍ ବୁକିଂ ପାଇଁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ନୂତନ ନିୟମ ଜାରି କରିଛି। ଏହି ନିୟମ ଅନୁଯାୟୀ, ଟ୍ରେନ୍ ଛାଡିବାର ପାଞ୍ଚ ମିନିଟ୍ ପୂର୍ବରୁ ମଧ୍ୟ ସିଟ ଉପଲବ୍ଧ ହେବ। ଟ୍ରେନ ଛାଡିବାର ଅଧ ଘଣ୍ଟା ପୂର୍ବରୁ ଭାରତୀୟ ରେଳବାଇ ଦ୍ୱିତୀୟ ଚାର୍ଟ ଅଙ୍କନ କରିବ…

Read More
Dharmendra Pradhan

LNG: ଏଲ୍‍ଏନ୍‍ଜି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସହେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ପରିବହନ କ୍ଷେତ୍ରରେ ଲିକ୍ୟୁଫାଏଡ୍‍ ନ୍ୟାଚୁରାଲା ଗ୍ୟାସ୍‍ (LNG) ଭଳି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସ ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମତବ୍ୟକ୍ତ କରିଛନ୍ତି। ରାଷ୍ଟ୍ରାୟତ ପ୍ରାକୃତିକ ଗ୍ୟାସ୍‍ ବିତରଣ କମ୍ପାନୀ ଗେଲ୍‍ (GAIL) ଏବଂ ଭାରତୀୟ ଅଟୋମୋବାଇଲ୍‍ ନିର୍ମାଣକାରୀ ସଂଘ ସିଆମ୍‍ ପକ୍ଷରୁ ଗତକାଲି ଆୟୋଜିତ ପରିବହନ ଇନ୍ଧନ ଭାବେ ଏଲଏନଜି ଶୀର୍ଷକ ଏକ ୱେବିନାରରେ ଯୋଗଦେଇ…

Read More
Virat-and-Warner

IPL 2020 SRH vs RCB: ସନରାଇଜର୍ସ ହାଇଦ୍ରାବାଦ ବିଜୟୀ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ୱିକେଟରେ ପରାସ୍ତ

ଦୁବାଇ: ଆଇପିଏଲ୍ କ୍ରିକେଟ୍ (IPL Cricket) ରେ ସନରାଇଜର୍ସ ହାଇଦ୍ରାବାଦ (SRH) ଗତକାଲି ରାତିରେ ଆବୁଧାବିରେ ଚାଲିଥିବା ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (RCB) ୬ ଟି ୱିକେଟରେ ପରାସ୍ତ କରି ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛି। ୧୩୨ ରନ୍‌ର ଟାର୍ଗେଟକୁ ପଛରେ ପକାଇ ହାଇଦ୍ରାବାଦ ଦୁଇଟି ବଲ ଥାଇ ୪ ଟି ୱିକେଟ୍ ହରାଇ ସ୍କୋରକୁ ହାସଲ କରିଥିଲା। ୪୪ ବଲରୁ କେନ ୱିଲିୟମସନଙ୍କ (Kane Williamson) କଠିନ ଅପରାଜିତ ଅର୍ଦ୍ଧ ଶତକ…

Read More
new-2020-hyundai-i20

Hyundai i20 2020 Launched: ଲଞ୍ଚ ହେଲା ହୁଣ୍ଡାଇର ନୂତନ i20 ପ୍ରିମିୟମ୍ ହ୍ୟାଚବ୍ୟାକ୍, ମୂଲ୍ୟ ୬.୮୦ ଲକ୍ଷ ଟଙ୍କା

ହୁଣ୍ଡାଇ (Hyundai) ଏହାର ନୂଆ i20 ୨୦୨୦ ପ୍ରିମିୟମ୍ ହ୍ୟାଚ୍ ବ୍ୟାକ୍ (Hyundai i20 Premium Hatchback) ଲଞ୍ଚ କରିଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ୍ ସହିତ ଏହାକୁ ଲଞ୍ଚ କରାଯାଇଛି। ପେଟ୍ରୋଲ (Petrol) ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ୬.୮୦ ଲକ୍ଷ ଏବଂ ଡିଜେଲ (Diesel) ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ହେଉଛି ୮.୨୦ ଲକ୍ଷ ଟଙ୍କା। Price List: ହୁଣ୍ଡାଇ i20 ଇଞ୍ଜିନ୍ କମ୍ପାନୀ i20 ଉଭୟ ଡିଜେଲ ଏବଂ ପେଟ୍ରୋଲ ଇଞ୍ଜିନରେ ଲଞ୍ଚ କରିଛି।…

Read More
ipl qualifier dc vs mi 2020

IPL 2020 Qualifier-1: ଫାଇନାଲରେ ସ୍ଥାନ ପାଇବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ-ଦିଲ୍ଲୀ କ୍ୟାପିଟାଲସ ମୁହାଁମୁହିଁ

ଦୁବାଇ: ଆଇପିଏଲର ୧୩ ତମ ସିଜିନର (IPL Season 13) ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ (Qualifier-1) ଆଜି ସନ୍ଧ୍ୟା ୭:୩୦ ରୁ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଏବଂ ଦିଲ୍ଲୀ କ୍ୟାପିଟାଲସ (Delhi Capitals) ଦୁବାଇରେ ମୁହାଁମୁହିଁ ହେବେ। ବିଜେତା ଦଳ ସିଧାସଳଖ ଫାଇନାଲରେ ପହଞ୍ଚିବ ଏବଂ ହାରିଥିବା ଦଳ ଆଉ ଏକ ସୁଯୋଗ ପାଇବ। ହାରିଥିବା ଦଳ ଏଲିମିନେଟରର ବିଜେତାଙ୍କୁ ଭେଟିବ କ୍ୱାଲିଫାୟରରେ ହାରିଥିବା ଦଳ ନଭେମ୍ବର ୬ ରେ ଅନୁଷ୍ଠିତ ହେବାକୁ ଥିବା ଏଲିମିନେଟ…

Read More
9-dead-two-seriously-injured-in-fire-in-a-textile-warehouse-in-Ahmedabad

Ahmedabad Textile: ଟେକ୍ସଟାଇଲ ଗୋଦାମରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ, ୨ ଗୁରୁତର

▶ ଗୋଦାମ ନିକଟରେ ଥିବା ବଏଲରରେ ବିସ୍ଫୋରଣ ହେତୁ ଅଗ୍ନିକାଣ୍ଡ ଘଟିଥିଲା ▶ ରାସାୟନିକ ୟୁନିଟରେ ବିସ୍ଫୋରଣ ପରେ ଗୋଦାମ ଘର ଭୁଶୁଡି ପଡିଛି ଅହମ୍ମଦାବାଦ: ବୁଧବାର ଅହମ୍ମଦାବାଦ (Ahmedabad) ର ଏକ ରାସାୟନିକ କାରଖାନାରେ ନିଆଁ ଓ ବିସ୍ଫୋରଣ ପରେ ନିକଟସ୍ଥ ଟେକ୍ସଟାଇଲ ଗୋଦାମର (Textile Godown) ଛାତ ଭୁଶୁଡି ପଡିଛି। ନିଆଁ ଗୋଦାମରେ ବ୍ୟାପି ଯାଇଥିଲା, ସେତେବେଳେ ସେଠାରେ ୨୪ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।…

Read More
Bus_Fare

Bus: ଧାର୍ଯ୍ୟ ଭଡା ଠାରୁ ଅଧିକା ପଇସା ନେଲେ ବସ ପରମିଟ କ୍ୟାନସେଲ ହେବ: ଓଡ଼ିଶା ପରିବହନ କମିସନର

ଭୁବନେଶ୍ଵର: ରାଜ୍ୟରେ କିଛି ବସ୍‍ ଯାତ୍ରୀମାନଙ୍କ ଠାରୁ ଅଧିକ ବସ୍‍ ଭଡା ଆଦାୟ କରୁଥିବା ଜଣାପଡ଼ିବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ଘୋଷଣା କରିଥିବା ବସ୍‍ଭଡା ଅପରିବର୍ତ୍ତିତରହିଛି। ତେଣୁ କୌଣସି ପରିସ୍ଥିତିରେ ଅଧିକ ଭଡା ଆଦାୟ କରୁଥିବା ବସ୍‍ ଗୁଡ଼ିକୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃ କ୍ଷ କହିଛନ୍ତି। ଗତକାଲି ଏହି…

Read More
Weather Report of Odisha

Odisha Weather Report: ତାପମାତ୍ରା କମୁଛି, ଆସନ୍ତା ୨୪ ଘଣ୍ଟାରେ ପାଗ ବଦଳିବ

ଭୁବନେଶ୍ଵର: ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା ସହିତ ପାଣିପାଗରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ତେବେ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆସନ୍ତା ୨୪ ଘଣ୍ଟା ପରେ ପାଗ ବଦଳିବ। ଆସନ୍ତା ୩ରୁ ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍‍ସିୟସ୍‍ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ବର୍ଷାର ସମ୍ଭାବନା ନ ଥିବା…

Read More

Watch Donald Trump: ଦେଖନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କୁ YMCA ଗୀତରେ ନାଚିବାର ଭିଡିଓ

ଭୋଟ୍ ଗଣନା ଚାଲିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ (Donald Trump) ଭାଗ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ସମୟରେ, YMCA ଗୀତରେ ନାଚୁଥିବା ଏକ ଭିଡିଓରେ ଟ୍ରମ୍ପ ଏକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଙ୍ଗଳବାର ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଦୁଇ ମିନିଟର କ୍ଲିପ୍ ଟ୍ୱିଟ୍ କରି ଲୋକଙ୍କୁ “ଭୋଟ୍! ଭୋଟ୍! ଭୋଟ୍” କରିବାକୁ କହିଛନ୍ତି। VOTE! VOTE! VOTE!pic.twitter.com/85ySh1KYkh — Donald J. Trump (@realDonaldTrump) November 3, 2020 ୭୪ ବର୍ଷୀୟା ଟ୍ରମ୍ପ…

Read More

Arnab Goswami: ପୁରୁଣା ଆତ୍ମହତ୍ୟା ମାମଲାରେ ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସର ଗିରଫ

ମୁମ୍ବାଇ: ପୁରୁଣା ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଟିଭି (Republic TV) ର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ (Arnab Goswami) ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ଜଣେ ଇଣ୍ଟେରିୟର ଡିଜାଇନର୍ ଏବଂ ତାଙ୍କ ମା’ଙ୍କ  ୨୦୧୮ ଆତ୍ମହତ୍ୟା ଘଟଣାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମହାରାଷ୍ଟ୍ର ସିଆଇଡି ଗିରଫ କରିଛି। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ…

Read More
Tirtol

Odisha By-Election: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ

ଭୁବନେଶ୍ଵର: ବାଲେଶ୍ୱର ସଦର (Baleswar  Sadar)ଏବଂ ତିର୍ତ୍ତୋଲ (Tirtol) ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ କରାଯାଇଛି। ଏଥିଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଆଜି ଏହି ଦୁଇଟି ଆସନ ଲାଗି ଅନୁଷ୍ଠିତ ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ହାରାହାରୀ ୬୧.୫ ପ୍ରତିଶତ ମତଦାନ ହୋଇଛି। ଆସନ୍ତା ୧୦ ତାରିଖ…

Read More