Home » Breaking News » Page 48
Union minister D pradhan

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (PSU) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ଟି ସିଏନଜି (CNG) ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି…

Read More
rafale ambla

ରାଫେଲ ଭାରତୀୟ ବାୟୁସେନାରେ ସାମିଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପଡୋଶୀକୁ ଦେଲେ ଚେତାବନୀ

ଆମ୍ବାଲା: ଗୁରୁବାର ଦିନ ଭାରତୀୟ ବାୟୁସେନାରେ ଫ୍ରାନ୍ସ ନିର୍ମିତ ପାଞ୍ଚଟି ରାଫେଲ (Rafale) ଯୁଦ୍ଧ ବିମାନ ଆନୁଷ୍ଠାନିକ ଭାବେ ଯୋଗ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh)ଙ୍କ ସହ ଅମ୍ବାଲା ଏୟାର ବେସରେ ରାଫେଲ ଇନଡକ୍ସନ୍ ସମାରୋହରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ (Florence Parly) ମଧ୍ୟ ଉପସ୍ଥିତହୋଇଛନ୍ତି। ପ୍ରଥମେ ସର୍ବଧର୍ମ ପୂଜା କରାଯାଇଛି। ପରେ ତେଜସ୍ (Tejas), ବାୟୁସେନାର ସୁଖୋଇ (Sukhoi) ସମେତ ଅନେକ ବିମାନ ଏୟାର ସୋରେ ଭାଗ ନେଇଥିଲେ।…

Read More
kangana office

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବା BMC, ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଭାଙ୍ଗି ନ ଥିବାରୁ ହାଇକୋର୍ଟଙ୍କ ତାଗିଦ

ମୁମ୍ବାଇ: ବୃହନ୍‌ମୁମ୍ବଇ ମହାନଗର ନିଗମ (BMC) ବୁଲ୍‌ଡୋଜର ଲଗାଇ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଛି। ଉଚ୍ଛେଦ କରାଯାଇଥିବାବେଳେ କଙ୍ଗନାଙ୍କ ଓକିଲ ରିଜ୍‌ୱାନ ସିଦ୍ଦିକି ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି ,ହେଲେ ସେତେବେଳକୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିଲା। ଶିବସେନା ନେତା ସଞ୍ଜୟ ରାଉତ (Sanjay Rout)ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ବଢିବାରେ ଲାଗିଛି। ବୁଧବାର ଦିନ ଶିବସେନାଙ୍କ ପ୍ରବର୍ତ୍ତନରେ ବିଏମସି କଙ୍ଗନା କାର୍ଯ୍ୟାଳୟ ଭାଙ୍ଗି…

Read More
Odisha-ga

ବଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର(ମହିମା ଲାଇଭ): ବୁଧବାର ରାଜ୍ୟ ସରକାର ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି କରିଛନ୍ତି। ଜିଲ୍ଲାଗୁଡିକ ହେଲେ ଯାଜପୁର, ଅନୁଗୋଳ, ନୂଆପଡ଼ା ଓ ବଲାଙ୍ଗିର। ଏଥିସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି ମଧ୍ୟ କରିଛନ୍ତି। ସାଧାରଣ ପ୍ରଶାସନ(General Administration) ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଯାଜପୁର ଜିଲ୍ଲାପାଳ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବଲାଙ୍ଗିର ଜିଲ୍ଲାପାଳ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ଫଚାୟତିରାଜ ବିଭାଗ…

Read More
bamboo mission

ଓଡ଼ିଶା ସମେତ ୯ଟି ରାଜ୍ୟରେ ୨୨ଟି ବାଉଁଶ କ୍ଲଷ୍ଟରର ଶୁଭାରମ୍ଭ;ଜାତୀୟ ବାଉଁଶ ମିଶନ ଗଠିତ

ମୋଦୀଙ୍କ ସ୍ୱପ୍ନ ବାସ୍ତବ ରୂପ ଗ୍ରହଣ କରିବ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଓଡିଶା (Odisha)ସମେତ ଦେଶର ୯ ଟି ରାଜ୍ୟ ଗୁରଜାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର (Maharashtra), ଆସାମ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ରେ ୨୨ଟି ବାଉଁଶ କ୍ଲଷ୍ଟର (Bamboo Cluster) ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ…

Read More
Kiren-Rijiju

ଚୀନରେ ଅଛନ୍ତି ଅରୁଣାଚଳ ପ୍ରଦେଶରୁ ନିଖୋଜ ଥିବା ୫ ଭାରତୀୟ ଯୁବକ:କିରେନ ରିଜିଜୁ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ (Kiren Rijiju) କହିଛନ୍ତି ଯେ ଅରୁଣାଚଳ ପ୍ରଦେଶରୁ ୫ ଜଣ ନିଖୋଜ ଥିବା ଯୁବକ ଚୀନରେ ଅଛନ୍ତି ବୋଲି ଚୀନ୍ ସେନା (People’s Liberation Army -PLA) ନିଶ୍ଚିତ କରିଛି। ମଙ୍ଗଳବାର ଟ୍ୱିଟ୍ କରି ସେ ଏହି ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ସେନା ହଟଲାଇନକୁ ପଠାଯାଇଥିବା ବାର୍ତ୍ତାରେ ଚୀନ୍ ଆର୍ମି ପିଏଲ୍ଏ (PLA) ପ୍ରତିକ୍ରିୟା ଦେଇଛି। ନିଖୋଜ ଯୁବକମାନଙ୍କୁ ସେମାନଙ୍କ ଅଞ୍ଚଳରେ ଦେଖିବାକୁ ମିଳିଛି ବୋଲି ସେମାନେ…

Read More
Reha and sushant sing rajput file

ରିୟା ଚକ୍ରବର୍ତ୍ତୀ ଗିରଫ, NCB ତିନିଦିନ ପଚରାଉଚରା ପରେ କଲା ଗିରଫ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ମାମଲାରେ ରିୟା ଚକ୍ରବର୍ତ୍ତୀ (Rhea Chakraborty) ଙ୍କୁ ଗିରଫ କରାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ରିୟାଙ୍କୁ ଗିରଫ କରିଛି। ବର୍ତ୍ତମାନ ତାଙ୍କର ଡାକ୍ତରୀ ପରୀକ୍ଷା କରିବାକୁ ପଡିବ। ରିୟା ଗିରଫ ହେବା ପରେ ସୁଶାନ୍ତଙ୍କ ଭଉଣୀ ଟ୍ୱିଟ୍ କରି କହିଛନ୍ତି ଯେ ଭଗବାନ ଆମ ସହିତ ଅଛନ୍ତି। ସୋମବାର ଦିନ ରିୟା ସୁଶାନ୍ତ ସିଂଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।…

Read More
Rhea-Chakraborty

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼,ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ବିରୋଧରେ କଲେ ମାମଲା ଦାୟର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଙ୍କ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ମୋଡ଼ ଦିନ କୁ ଦିନ ବାହାରୁଛି। ଏହି ମାମଲାର କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ସୁଶାନ୍ତ ସିଂଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛନ୍ତି। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ, ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାର ଏବଂ ଅନ୍ୟମାନଙ୍କୁ…

Read More
kangana ranaut

କଙ୍ଗନା ରାନାୱତଙ୍କୁ Y+ ବର୍ଗର ସୁରକ୍ଷା,ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟୁଇଟ୍ କରି କହିଲେ ଧନ୍ୟବାଦ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut )ଙ୍କୁ Y+(Y+ Security) ବର୍ଗର ସୁରକ୍ଷା ଦିଆଯାଇଛି। କଥା ହେଉଛି କଙ୍ଗନା ରାନାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିଲା। ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ଏହା ପରେ କଙ୍ଗନା ରାନାୱତ ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ କଙ୍ଗନାକୁ Y+ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। କଙ୍ଗନା…

Read More
sbi vrs

ଖର୍ଚ୍ଚ ହ୍ରାସ କରିବାକୁ SBI ର VRS ଯୋଜନା, କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ନେବେ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏକ ସ୍ୱେଚ୍ଛାକୃତ ଅବସର ଯୋଜନା (VRS) ପ୍ରସ୍ତୁତ କରିଛି ଯେଉଁଥି ପାଇଁ ବ୍ୟାଙ୍କର ପ୍ରାୟ ୩୦ ହଜାର ୧୯୦ କର୍ମଚାରୀ ଯୋଗ୍ୟ ଅଟନ୍ତି। ଖର୍ଚ୍ଚ ହ୍ରାସ କରିବାର ଲକ୍ଷ୍ୟ ନେଇ ବ୍ୟାଙ୍କ ଏହି ଯୋଜନା ପ୍ରସ୍ତୁତ କରୁଛି। ମାର୍ଚ୍ଚ ଶେଷ ସୁଦ୍ଧା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମୋଟ କର୍ମଚାରୀଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର  ଥିଲା। ଏହା ଏକ ବର୍ଷ ପୂର୍ବରୁ…

Read More
keshavananda Bharati

ଭାରତର ‘ସବୁଠୁ ବଡ’ ମାମଲା ଲଢିଥିବା କେଶବାନନ୍ଦ ଭାରତୀଙ୍କ ପରଲୋକ

କେରଳ: ସମ୍ବିଧାନର ମୌଳିକ ଢାଞ୍ଚା ନିତୀ (Basic Structure) ରଖିଥିବା ମାମଲାରେ ମୁଖ୍ୟ ଆବେଦନକାରୀ କେଶବନନ୍ଦ ଭାରତୀଙ୍କ ରବିବାର ସକାଳେ କେରଳର କାସରଗୋଡ (Kasargod) ଜିଲ୍ଲାର ଆଦାନେର ଆଶ୍ରମ(Edaneer Math) ରେ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୭୩ ମସିହାରେ ତାଙ୍କର ଏବଂ କେରଳ ସରକାରଙ୍କ ମଧ୍ୟରେ ହୋଇଥିବା ମାମଲାର ନିଷ୍ପତ୍ତି ସମଗ୍ର ଭାରତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା। ସେ କେରଳର ଶଙ୍କରାଚାର୍ଯ୍ୟ ଭାବରେ ମଧ୍ୟ ଜଣାଶୁଣା। ୧୯୭୩ ମସିହାରେ କେଶବାନନ୍ଦ ଭାରତୀ…

Read More