Home » BRIDGE COLLAPSE
typhoon goni

Typhoon Goni: ସୁପର ଟାଇଫୁନ୍ ଗୋନିର ଫିଲିପାଇନ୍ସରେ ଦୁଇଟି ଲ୍ୟାଣ୍ଡଫଲ୍

ଲୁଜୋନ (Luzon): ପୂର୍ବ ଫିଲିପାଇନ୍ସରେ (Eastern Philippines) ଏକ ସୁପର ଟାଇଫୁନ୍ ଗୋନି (Super Typhoon Goni)  ଦୁଇଟି ଲ୍ୟାଣ୍ଡଫଲ୍ (Landfall) କରି ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ଆଣିଛି ଯାହାଫଳରେ ୧୦ ଲକ୍ଷ ଉପରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଶାସନ ଦ୍ଵାରା ସ୍ଥାନାନ୍ତର କରାଯାଇଛି। ଟାଇଫୁନ୍ ଗୋନି (Typhoon Goni) ଚଳିତ ବର୍ଷ ଦୁନିଆର ସବୁଠାରୁ ଶକ୍ତିଶାଳୀ ଝଡ ଅଟେ, ଯାହାକି ୨୨୫ କିଲୋମିଟର ସ୍ଥାୟୀ ପବନ ବେଗ ଥିଲା କିନ୍ତୁ ଏହା ୩୧୦ କିଲୋମିଟର…

Read More

ବିହାରରେ ଉଦ୍ଘାଟନ ର ୨୯ ଦିନ ପରେ ପୋଲ ଭୁଷୁଡିପଡ଼ିଲା;ନିତୀଶ କୁମାର କହିଲେ ପୋଲ ନଷ୍ଟ ହୋଇଥିବା ଖବର ମିଥ୍ୟା

ବିହାରର ଗୋପାଳଗଞ୍ଜ ଜିଲ୍ଲାରେ୨ଶହ ୬୩ କୋଟି ଟଙ୍କା ମୂଲ୍ୟରେ ଗଣ୍ଡକ ନଦୀ ଉପରେ ନିର୍ମିତ ସତ୍ତରା ଘାଟ ସେତୁ ଭୁଷୁଡି ପଡିଛି। ଏହି ସେତୁକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଦଘାଟନ କରିଥିଲେ। ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଗଣ୍ଡକ ନଦୀ ଉପରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସତ୍ତରା ଘାଟ ସେତୁର ଏକ ଅଂଶ ଭାଙ୍ଗି ନଦୀରେ ଭାସିଯାଇଛି। ବ୍ରିଜ ଭାଙ୍ଗିବା ପରେ ବିହାର ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ସରକାର…

Read More