Home » BSE
Mukesh-Ambani_reliance

Mukesh Ambani: ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୨୨ ହଜାର କୋଟି ଟଙ୍କା ବୃଦ୍ଧି

ମୁମ୍ବାଇ: ଶୁକ୍ରବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited) ସେୟାର (Share) ରେ ବୃଦ୍ଧି ହେତୁ ମୁକେଶ ଅମ୍ବାନୀ (Mukesh Ambani) ଙ୍କ ନିଟ୍ ମୂଲ୍ୟ ୩.୦୩ ବିଲିୟନ ଡ଼ଲାର୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ସକାଳେ ତାଙ୍କୁ ବିଶ୍ଵ (World) ର ସମ୍ଭ୍ରାନ୍ତ ତାଲିକାର ଶ୍ରେଷ୍ଠ ୧୦ ତାଲିକାରୁ ବାଦ ଦିଆଯାଇଥିଲା, କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ପୁନର୍ବାର ଶ୍ରେଷ୍ଠ ଦଶରେ ସ୍ଥାନ ପାଇବାରେ…

Read More

ପ୍ରକାଶ ପାଇଲା ଓଡ଼ିଶା ମାଟ୍ରିକ ପରୀକ୍ଷାଫଳ, ପାସ ହାର ୭୮.୭୬ ପ୍ରତିଶତ

କଟକ: ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳକୁ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଭିଡିଓ ବାର୍ତ୍ତା ଜରିଆରେ ବୋର୍ଡ କତ୍ତୃପକ୍ଷଙ୍କ  ପକ୍ଷରୁ ଘୋଷଣା କରାଯାଇଛି। ଏଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ବୋର୍ଡ ସଭାପତି ରାମାଶିଷ ହଜାରା ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଏ-୧ ଗ୍ରେଡରେ…

Read More

ଜୁଲାଇ ୨୯ରେ ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ;ଅଗଷ୍ଟରେ +୨ ରେଜଲ୍ଟ

ଭୁବନେଶ୍ଵର: ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ।  ଏ ନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ବୋର୍ଡ  ୱେବସାଇଟ  ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍‌ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ।   ଏଥିସହିତ ଶ୍ରୀ ଦାଶ କହିଛନ୍ତି ଯେ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଯୁକ୍ତ ଦୁଇ…

Read More

୨୯ ଟି ଗ୍ଲୋବାଲ୍ ଷ୍ଟକ୍ ମାର୍କେଟ ଇଣ୍ଡେକ୍ସର କାର୍ଯ୍ୟଦକ୍ଷତା ଉପରେ ନଜର ରଖିବା ପାଇଁ ନୀତିଆୟୋଗର ଭର୍ଚୁଆଲ୍ କର୍ମଶାଳା

ଦେଶରେ ସଂସ୍କାର ତଥା ବିକାଶ ପାଇଁ ୨୯  ଟି ମନୋନୀତ ବିଶ୍ୱସ୍ତରୀୟ ସୂଚକାଙ୍କ ଉପରେ ନଜର ରଖିବା ପାଇଁ ଆୟୋଗ ଶୁକ୍ରବାର କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଙ୍କ ଅଧ୍ୟକ୍ଷତାରେ ୪୭  ଟି ୟୁନିଅନ ମନ୍ତ୍ରଣାଳୟ ସହିତ ଏକ ଭର୍ଚୁଆଲ କର୍ମଶାଳା ଆୟୋଜନ କରିଛନ୍ତି। ଷ୍ଟକ ହୋଲ୍ଡର ପରାମର୍ଶର ପଦ୍ଧତି, ପ୍ରକାଶନ ଏବଂ ସର୍ଭେ ଡାଟା ଏଜେନ୍ସି ସହିତ ଯୋଗଦାନ,ରାଜ୍ୟ ମାନ୍ୟତା ପାଇଁ ଢାଞ୍ଚା ସୂଚନା ବଣ୍ଟନ ପାଇଁ ପ୍ଲାଟଫର୍ମ, ଏବଂ କର୍ମଶାଳାରେ ମନିଟରିଂ କୌଶଳ…

Read More