Home » Budget Session
PM-Modi-in-Lok-Sabha

PM Modi Latest News: କ୍ଷମତାକୁ ଆସିବାକୁ କଂଗ୍ରେସ ଦଳର ଇଚ୍ଛା ଶେଷ: ପ୍ରଧାନମନ୍ତ୍ରୀ ମୋଦୀ

ଦିଲ୍ଲୀ: PM Modi Latest News ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi ) ସଂସଦରେ ଏକ ଭିନ୍ନ ସ୍ୱରରେ ହାଜର ହୋଇଥିଲେ। ଲୋକସଭା (Lok Sabha) ରେ ରାଷ୍ଟ୍ରପତି (President) ଙ୍କ ଅଭିଭାଷଣ ପାଇଁ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ବିବୃତ୍ତି ଦେବା ଅବସରରେ କଂଗ୍ରେସ (Congress) ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ସଂସଦରେ ବସିଥିବା କଂଗ୍ରେସ ସାଂସଦଙ୍କ ବ୍ୟତୀତ ବିରୋଧୀଦଳର ଲୋକମାନେ ନଜର ରଖିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଅହଂକାରୀ ବୋଲି…

Read More
assembly

Odisha Assembly: ଆଜିଠାରୁ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ; ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ଵର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ଙ୍କ ଅଭିଭାଷଣ ସହ ଆଜିଠାରୁ ଷୋଡ଼ଶ ବିଧାନସଭାର ବଜେଟ୍‍ ଅଧିବେଶନ (Budget Session) ଆରମ୍ଭ ହୋଇଛି। ଏହି ଅଧିବେଶନ କାଳରେ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍‍ ଆଗତ ହେବ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ସରକାରଙ୍କ ବର୍ଷକର ଉପଲବ୍ôଧ ନେଇ ଗୃହରେ ଅଭିଭାଷଣ ରଖିଛନ୍ତି। ଆଜି ଅଧିବେଶନ ଆରମ୍ଭରେ ପ୍ରଥମେ ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରସ୍ତାବ ଦେଇଥିଲେ। ଏହି କ୍ରମରେ ଶହୀଦ୍‍ ଯବାନ ଏବଂ…

Read More