Bus: ଧାର୍ଯ୍ୟ ଭଡା ଠାରୁ ଅଧିକା ପଇସା ନେଲେ ବସ ପରମିଟ କ୍ୟାନସେଲ ହେବ: ଓଡ଼ିଶା ପରିବହନ କମିସନର
ଭୁବନେଶ୍ଵର: ରାଜ୍ୟରେ କିଛି ବସ୍ ଯାତ୍ରୀମାନଙ୍କ ଠାରୁ ଅଧିକ ବସ୍ ଭଡା ଆଦାୟ କରୁଥିବା ଜଣାପଡ଼ିବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ଘୋଷଣା କରିଥିବା ବସ୍ଭଡା ଅପରିବର୍ତ୍ତିତରହିଛି। ତେଣୁ କୌଣସି ପରିସ୍ଥିତିରେ ଅଧିକ ଭଡା ଆଦାୟ କରୁଥିବା ବସ୍ ଗୁଡ଼ିକୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃ କ୍ଷ କହିଛନ୍ତି। ଗତକାଲି ଏହି…
