ଆଗ୍ରାରେ ବସ୍ ହାଇଜାକ୍:୩୪ ଯାତ୍ରୀ ଅଛନ୍ତି ବସରେ
ଆଗ୍ରା:ଉତ୍ତରପ୍ରଦେଶର ଆଗ୍ରା ସହରର କିଛି ଲୋକ ଏକ ଘରୋଇ ବସ୍ ଅପହରଣ କରି ଡ୍ରାଇଭର-କଣ୍ଡକ୍ଟରଙ୍କୁ ବନ୍ଧକ ରଖିଥିଲେ। ବସ୍ରେ ୩୪ ଜଣ ଯାତ୍ରୀ ଅଛନ୍ତି। ସେମାନେ ଯାତ୍ରୀମାନଙ୍କ ସହିତ ବସ୍ ନେଇଥିଲେ। ସକାଳେ ଡ୍ରାଇଭର ଓ ହେଲପର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସୂଚନା ଅନୁସାରେ ,ମଙ୍ଗଳବାର ବିଳମ୍ବିତ ରାତିରେ ଗୁରୁଗ୍ରାମରୁ ବସ୍ କୁ ଫାଇନାନ୍ସ କର୍ମଚାରୀମାନେ ଯାତ୍ରୀଙ୍କ ସହିତ ହାଇଜାକ କରିନେଇଥିଲେ।ସେମାନଙ୍କ ସନ୍ଧାନରେ ସମଗ୍ର ଜିଲ୍ଲାକୁ ସତର୍କ କରାଯାଇଛି। ସୀମାରେ ଯାଞ୍ଚ କରାଯାଉଛି। ରାତି ସାଢେ ଦଶରେ…
