Home » CARBON DIOXIDE

ଅଙ୍ଗାରକାମ୍ଳ ନିୟନ୍ତ୍ରଣ ପାଇଁ ଜଙ୍ଗଲର ମାନ ବୃଦ୍ଧି ଓ ଅଧିକ ବନାଞ୍ଚଳ ସୃଷ୍ଟି ଉପରେ ସରକାରଙ୍କ ଗୁରୁତ୍ୱ : ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ:କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଅଙ୍ଗାରକାମ୍ଳ ପରିମାଣ ହ୍ରାସ ସହିତ ସର୍ବାଧିକ ଅଙ୍ଗାର ଗଚ୍ଛିତ (carbon stock) ସ୍ତର ହାସଲ କରିବାକୁ ତାଙ୍କ ମନ୍ତ୍ରଣାଳୟ ଗୁରୁତ୍ୱର ସହ କାର୍ଯ୍ୟ କରୁଛି। ସେଥିପାଇଁ ଉନ୍ନତ ମାନର ଜଙ୍ଗଲ ସହିତ ଅଧିକ ଜଙ୍ଗଲାଞ୍ଚଳ ସୃଷ୍ଟି ଏବଂ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଉଛି। ବୃକ୍ଷ ସଂଖ୍ୟା ବୃଦ୍ଧି ପାଇଲେ ଅଙ୍ଗାରକାମ୍ଳ ଶୋଷଣ କାର୍ଯ୍ୟ ସହଜ ହେବ ଏବଂ ପରିବେଶ ଠିକ୍‌…

Read More

ଆସନ୍ତା କାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ରେୱା ପ୍ରକଳ୍ପ ଯୋଗୁଁ ବାର୍ଷିକ ପ୍ରାୟ ୧୫ ଲକ୍ଷ ଟନ ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରା ହ୍ରାସ ପାଇବ ଦେଶରେ ୨୦୨୨ ସୁଦ୍ଧା ୧୭୫ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୁରଣରେ ସହାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ ରେୱାଠାରେ ୭୫୦  ମେଗାୱାଟ ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପକୁ ଆସନ୍ତାକାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ୧୫ ଶହ ହେକ୍ଟର ପରିମିତ ଅଞ୍ଚଳରେ ଥିବା ସୌର ଉଦ୍ୟାନରେ୫୦୦ ହେକ୍ଟର ପରିମିତରେ ଥିବା ଏହି ସୌର ପ୍ରକଳ୍ପର ୩…

Read More