୩୭ ବର୍ଷ ପୂର୍ବେ ଭାରତୀୟ କ୍ରିକେଟ୍ ଦଳ ଆଜିର ଦିନରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲା
ଠିକ୍ ୩୭ ବର୍ଷ ପୂର୍ବେ, ଆଜି ଭାରତୀୟ ଦଳ ଲର୍ଡସରେ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲା । ସେଦିନ ଥିଲା ୨୫ ଜୁନ ୧୯୮୩ ଫାଇନାଲରେ ଭାରତର ମୁକାବିଲା ସେ ସମୟର ଶକ୍ତିଶାଳୀ ଦଳ ୱେଷ୍ଟଇଣ୍ଡିଜ୍ ସହିତ ହୋଇଥିଲା। ସାରା ବିଶ୍ଵ ଗଣନା ଆରମ୍ଭ କରିଦେଇଥିଲା ଯେ ଏଥର ବି ୱେଷ୍ଟଇଣ୍ଡିଜ୍ ବିଶ୍ଵ କପ ହାତେଇନେବ। କିନ୍ତୁ ସମସ୍ତଙ୍କ ଗଣନା ଭୁଲ ପ୍ରମାଣିତ କରି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ କୁ ୪୩ ରନ୍ ରେ ପରାସ୍ତ କରି ଆଶ୍ଚର୍ଯ୍ୟଜନକ…
