Job card ଧାରୀ ଚନ୍ଦନା ବାଉରୀ BJP ଟିକେଟ୍ ରେ ହେଲେ MLA, ସ୍ୱାମୀ ଜଣେ ଦିନ ମଜୁରିଆ, ସୋସିଆଲ ମିଡିଆରେ ଚର୍ଚ୍ଚା
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Election) ରେ ବିଜେପି (BJP) ହାରିଥାଇ ପାରେ, କିନ୍ତୁ ବିଜେପିର ଜଣେ ମହିଳା ପ୍ରାର୍ଥୀଙ୍କ ବିଜୟର ଆଲୋଚନା ସବୁଆଡେ ଚାଲିଛି। ରବିବାର ଦିନ ପଶ୍ଚିମବଙ୍ଗର ଫଳାଫଳ ସମସ୍ତଙ୍କ ସାମ୍ନାରେ ବାହାରିଲା। ବେଙ୍ଗଲରେ, ଟିଏମସି (TMC) ବିଜୟର ହ୍ୟାଟ୍ରିକ୍ କରିଛି। ଯଦିଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ନିଜେ ନିର୍ବାଚନରେ ହାରିଛନ୍ତି। ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ (Subhendu Adhikari) ଙ୍କ ଦ୍ୱାରା…
