Home » Charana Ramdas
charan ramdas

Charana Ramdas:ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ

ପୁରୀ: ବିଶିଷ୍ଟ ପ୍ରବଚକ ଚାରଣ ରାମଦାସ (Charana Ramdas) ଙ୍କ ପରଲୋକ ହୋଇଯାଇଛି। ସେ କୋଭିଡ୍‌ (Covid-19) ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କରୋନାରେ ଆକ୍ରାନ୍ତ ହୋଇ ପୁରୀ ଆଇଡ଼ିଏଚ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। ୬୧ ବର୍ଷ ବୟସ୍କ ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ପ୍ରଥମେ କ୍ୟାସେଟରେ ତାଙ୍କର ପ୍ରବଚନ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲା। ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ତାଙ୍କର ପ୍ରବଚନ…

Read More