Home » chief election commissioner
odisha election dhamnagar

Assembly Election: ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା, ପଶ୍ଚିମବଙ୍ଗ ନିର୍ବାଚନ ତାରିଖକୁ ନେଇ ମମତା ନାରାଜ

କୋଲକାତା/ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଆଜି ୪ଟି ରାଜ୍ୟ ପଶ୍ଚିମବଙ୍ଗ(West Bengal), ଆସାମ (Assam), ତାମିଲନାଡ଼ୁ (Tamil Nadu) ଓ କେରଳ (Kerala) ଏବଂ ପୁଡୁଚେରି (Puducherry) ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର (Chief Election Commissioner) ସୁନୀଲ ଆରୋରା (Sunil Arora) ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଏହା ସହ ରାଜ୍ୟରେ ଆଚରଣ ବିଧି କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ସରକାର କୌଣସି…

Read More
odisha election dhamnagar

Bihar Election : ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ, ଶେଷ ଘଣ୍ଟାରେ କୋଭିଡ଼ ସଂକ୍ରମିତ ମତଦାନ କରିବେ

ବିହାର: ବିହାରରେ ବିଧାନସଭା ନିର୍ବାଚନ (Bihar Assembly Election) ପାଇଁ ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗ (Election Commission) ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିହାରରେ ତିନୋଟି ପର୍ଯ୍ୟାୟ ଭୋଟ୍ ହେବ। ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୮  ରେ, ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ ରେ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ରେ ଭୋଟ୍ ହେବ।  ନଭେମ୍ବର ୧୦ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସୂଚନା ପ୍ରଦାନ କରି ଆୟୋଗ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ…

Read More

ଅଶୋକ ଲାଭାସାଙ୍କ ନିର୍ବାଚନ କମିଶନର ପଦରୁ ଇସ୍ତଫା

ନୂଆଦିଲ୍ଲୀ:ଅଶୋକ ଲାଭାସା ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ନିଜ ଇସ୍ତଫାପତ୍ର ଦେଇଛନ୍ତି। ଅଶୋକ ଲାଭସା ଆସନ୍ତା ବର୍ଷ ଭାରତର ମୁଖ୍ୟ ନିର୍ବାଚନ କମିଶନର ହୋଇଥାନ୍ତେ। ସୂଚନା ଅନୁସାରେ ଅଶୋକ ଲାଭାସା ଆସନ୍ତା ମାସରେ ଏସୀୟ ବିକାଶ ବ୍ୟାଙ୍କ (Asian Development Bank) ରେ ଯୋଗଦେବେ। ଶ୍ରୀ ଲାଭାସା ହରିୟାଣା କ୍ୟାଡରର ୧୯୮୦ ବ୍ୟାଚ୍ ଅବସରପ୍ରାପ୍ତ IAS ଅଧିକାରୀ। ସେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ବେସରକାରୀ ସେକ୍ଟର ଅପରେସନ୍ସ…

Read More