ବିଶାଖାପାଟନମରେ କ୍ରେନ୍ ଦୁର୍ଘଟଣା୧୦ ମୃତ୍ୟୁ ଜଣେ ଆହତ
ବିଶାଖାପାଟନମ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହିନ୍ଦୁସ୍ତାନ ସିପିୟାର୍ଡ ଲିମିଟେଡରେ ଏକ ବିରାଟ କ୍ରେନ୍ ଖସି ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମ୍ପର୍କରେ ଡିସିପି ସୁରେଶ ବାବୁ କହିଛନ୍ତି ଯେ ଏକ ବଡ଼ କ୍ରେନ୍ ଖସି ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଧକ୍କା ଖାଇ ଜଣେ ଆହତ ହୋଇଛନ୍ତି। କ୍ରେନ୍ ପକାଯିବା ପରେ ଜାହାଜ ପରିସରରେ ବିଶୃଙ୍ଖଳା ଦେଖାଦେଇଛି । ଏହି ଘଟଣା, କିପରି ଘଟିଲା ଏବଂ ଏତେ…
