UP Hathras Case: ବିଜେପି କହିଛି ରାହୁଲ-ପ୍ରିୟଙ୍କା ହସଖୁସିରେ ହାଥରସକୁ ଯାଉଛନ୍ତି, ଯାଉଥିବା ଭିଡିଓ ଭାଇରାଲ
ହାଥରସ(ମହିମା ଲାଇଭ ବ୍ୟୁରୋ): ଉତ୍ତର ପ୍ରଦେଶ ହାଥରସ ମାମଲାକୁ ନେଇ ବର୍ତ୍ତମାନ ସାରା ଦେଶରେ ଖବର ଚର୍ଚ୍ଚିତ ରହିଛି। ସମସ୍ତ ରାଜନୈତିକ ଦଳ ଯୋଗୀ ଆଦିତ୍ୟନାଥ (Yogi Adityanath) ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ (Viral Video) ହେବାରେ ଲାଗିଛି ଯେଉଁଥିରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ(Rahul Gandhi) ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ କାରରେ ହାଥରସ ଯାଉଥିବାର ନଜର ଆସିଛନ୍ତି। ପୀଡିତାଙ୍କ…
