Home » china » Page 2

ଚୀନ ଜାଣିବା ପାଇଁ ଅର୍ଥ ଦେଉଛି ନେପାଳ ଏନଜିଓକୁ; କାହିଁକି ଗୋର୍ଖାମାନେ ଭାରତୀୟ ସେନାରେ ଯୋଗ ଦେଉଛନ୍ତି?

କାଠମାଣ୍ଡୁରେ ଅବସ୍ଥିତ ଏକ ଅଣ-ସରକାରୀ ସଂଗଠନ (NGO) କୁ ଚୀନ୍ ୧୨.୭ ଲକ୍ଷ ନେପାଳୀ ଅର୍ଥ ପ୍ରଦାନ କରିଛି, ଯାହାକି ଗୋର୍ଖା ସମ୍ପ୍ରଦାୟର ସଦସ୍ୟଙ୍କ ଭାରତୀୟ ସେନାରେ ଯୋଗଦେବା ପଛରେ ଥିବା ପ୍ରେରଣା ଉପରେ ଏକ ଅଧ୍ୟୟନ କରିବା ପାଇଁ। ଚୀନ୍ ଖୋଜିବାକୁ ଚାହୁଁଛି ଯେ ଗୋର୍ଖା ଯୁବକମାନେ କାହିଁକି ଭାରତୀୟ ସେନାରେ ଯୋଗ ଦେଉଛନ୍ତି। ନେପାଳର ଗୋର୍ଖା ଯୁବକମାନେ ଭାରତୀୟ ସୈନ୍ୟବାହିନୀର ସଦସ୍ୟ ହୋଇଥିବାରୁ ଚୀନ୍ ଅସୁବିଧାରେ ପଡିଛି। ସେଥିପାଇଁ ଗୋର୍ଖା ଯୁବକମାନଙ୍କ ଉପରେ ପରୀକ୍ଷା…

Read More

ଓଃ… ଏଥପାଇଁ ତା’ହେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଗଷ୍ଟ ୧୫ ଦିନ ଫୋନ କରିଥିଲେ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍‌ କରିଥିଲେ। ଏହି ଫୋନ୍ କଲ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ  ଯେ ଗତ କିଛିଦିନ ହେବ ଭାରତ ଓ ନେପାଳ ମାଧରେ ଭଲ ସମ୍ପର୍କ ନାହିଁ। ସୀମା ବିବାଦ ପରେ ପ୍ରଥମ ଥର ପାଇଁ ଥିଲା ଏହି କଥାବାର୍ତ୍ତା।  ସୀମାକୁ ନେଇ ନେପାଳ ଏବଂ ଭାରତ ସମ୍ପର୍କ ମଧ୍ୟରେ କଳହ ଲାଗିଥିଲା। ଏହା ପରେ ନେପାଳ ଅନେକ ଥର ଭାରତ ବିରୋଧରେ…

Read More

୭୪ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:ଆଜି ସମଗ୍ର ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ସପ୍ତମ ଥର ପାଇଁ ଲାଲକିଲ୍ଲାରୁ  ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଲାଲକିଲ୍ଲାରେ ପହଂଚିଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗାର୍ଡ ଅଫ ଅନର ଗ୍ରହଣ…

Read More

ଭାରତ ସୀମା କୁ ଲାଗିଥିବା ରାଷ୍ଟ୍ରରୁ ଆମଦାନୀ ଉପରେ ସରକାରଙ୍କ କଟକଣା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ସାଧାରଣ ଆର୍ଥକ ନିୟମାବଳୀ ୨୦୧୭ ରେ କେତେକ ସଂଶୋଧନ କରାଯାଇଛି। ଏହି ସଂଶୋଧନ ବଳରେ ସରକାର ଭାରତ ସହ ସୀମା ଲାଗିଥିବା କେତେକ ରାଷ୍ଟ୍ରରୁ ଦେଶର ପ୍ରତିରକ୍ଷା ଏବଂ ଜାତୀୟ ସୁରକ୍ଷା କାରଣରୁ ସାଧାରଣ ସାମଗ୍ରୀ ଆମଦାନୀ ଅଥବା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସେହିଭଳି କାର୍ଯ୍ୟ ସଂପର୍କୀତ କାରବାର ଉପରେ କଟକଣା ଜାରି କରିଛନ୍ତି। ଏହି ସଂଶୋଧିତ ନିୟମାବଳୀ ଅନୁସାରେ ବ୍ୟୟ ବିଭାଗ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି…

Read More

କୋଭିଡ଼-୧୯ ଟିକା ବାହାର କରିବା କ୍ଷେତ୍ର ରେ କେଉଁ ଦେଶ କେତେଦୂର ସଫଳ!

ବିଶ୍ଵ ରେ covid-19 ର ପ୍ରକୋପ ଦିନ କୁ ଦିନ ବଢିବାରେ ଲାଗିଛି। ପୃଥିବୀ ର ବିକାଶଶୀଳ ଦେଶ ହେଉ ବା ବିକଶିତ ଦେଶ ହେଉ ସମସ୍ତେ ନିଜ ଚେଷ୍ଟାରେ ଅଛନ୍ତି ଯେ କିପରି କୋଭିଡ଼ -୧୯ ର ଟୀକା ବାହାର କରିବା।  କିନ୍ତୁ ଏତେ ମାସ ପରେ ମଧ୍ୟ ଏହି ବିଶ୍ୱସ୍ତରୀୟ ମହାମାରୀ ପାଇଁ କୌଣସି ଔଷଧ କିମ୍ବା ଟୀକା ପ୍ରସ୍ତୁତ ହୋଇନାହିଁ। ସାରା ବିଶ୍ୱରେ ୧୩୦ରୁ ଅଧିକ ଟିକା ବର୍ତ୍ତମାନ ମାନବ ପରୀକ୍ଷା ପର୍ଯ୍ୟାୟ…

Read More

ଆମେରିକାର ଅନ୍ତିମ ପର୍ଯ୍ୟାୟରେ କରୋନା ଟିକା ପରୀକ୍ଷା ପ୍ରସ୍ତୁତି

କରୋନା ମହାମାରୀ ପ୍ରକୋପ ଦିନ କୁ ଦିନ ବଢି ଚାଲିଥିବା ବେଳେ ଆମେରିକାରୁ ଏକ ଭଲ ଖବର ଆସୁଛି। ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ ମୋଡର୍ନା କରୋନା ଭୂତାଣୁ ଟିକା ଶେଷ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି । କମ୍ପାନୀ ଅନୁଯାୟୀ, ଏହି ପରୀକ୍ଷା ଜୁଲାଇ ୨୭ ରୁ ଆରମ୍ଭ ହୋଇପାରିବ। ଆମେରିକାର ୮୭  ଟି ସ୍ଥାନରେ ଏହା ଟିକା ପରୀକ୍ଷା କରିବ ବୋଲି ମୋଡର୍ନା କହିଛନ୍ତି। ଏହି ପରୀକ୍ଷା ପାଇଁ ୩୦  ହଜାର ଲୋକଙ୍କୁ…

Read More

ଆଜି ବିଶ୍ଵ ଜନସଂଖ୍ୟା ଦିବସ ୨୦୨୦;ମହିଳା ମାନଙ୍କର ସ୍ୱାସ୍ଥ୍ୟ ଏବଂ ଅଧିକାର କୁ ଗୁରୁତ୍ଵ

ବିଶ୍ଵ ଜନସଂଖ୍ୟା ଦିବସ ପ୍ରତିବର୍ଷ ଜୁଲାଇ ୧୧ ରେ ପାଳନ କରାଯାଏ ଯାହା ଦ୍ଵାରା ଲୋକମାନେ ବିଶ୍ଵ ରେ ବୃଦ୍ଧି ପାଉଥିବା ଜନସଂଖ୍ୟା ବିଷୟରେ ଅବଗତ ହୁଅନ୍ତି। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଦୁନିଆର ପ୍ରତ୍ୟେକ ବ୍ୟକ୍ତି ବଢୁଥିବା ଜନସଂଖ୍ୟା ପ୍ରତି ଧ୍ୟାନ ଦେବା ଏବଂ ଜନସଂଖ୍ୟାକୁ ରୋକିବାରେ ସେମାନଙ୍କର ଭୂମିକା ଗ୍ରହଣ କରିବା ଉଚିତ୍। ବର୍ତ୍ତମାନ ବିଶ୍ଵ ରେ ବଢୁଥିବା ଜନସଂଖ୍ୟା  ଅନେକ ଦେଶ ସାମ୍ନାରେ ଏକ ବଡ ସମସ୍ୟାର ରୂପ ନେଇଛି।…

Read More

ପୂର୍ବରୁ କରୋନା ପୃଥିବୀ ରେ ଥିଲା! ଚୀନ ରୁ ନୁହେଁ : ଅକ୍ସଫୋର୍ଡ ବିଶେଷଜ୍ଞ

“ମୁଁ ଭାବୁଛି ଭାଇରସ୍ ପୂର୍ବରୁ ସବୁଆଡେ ଥିଲା। ଆମେ ହୁଏତ ଏକ ସୁପ୍ତ ଭୂତାଣୁ  ଦେଖୁଛୁ ଯାହା ପରିବେଶ ଅବସ୍ଥା ଦ୍ୱାରା ସକ୍ରିୟ ହୋଇଛି”। ବୋଲି ଜିନହୁଆ ନ୍ୟୁଜ୍ ଏଜେନ୍ସି କୁ ଅକ୍ସଫୋର୍ଡର ଜଣେ ବରିଷ୍ଠ ସହଯୋଗୀ ଶିକ୍ଷକ ଜେଫରସନ କହିଛନ୍ତି। ସେ କହିଛନ୍ତି, ଫେବୃଆରୀ ପ୍ରାରମ୍ଭରେ ଫଲ୍କଲ୍ୟାଣ୍ଡ ଦ୍ୱୀପପୁଞ୍ଜରେ ଏକ ମାମଲା ହୋଇଥିଲା। ବର୍ତ୍ତମାନ ଏହା କେଉଁଠୁ ଆସିଲା? ଦକ୍ଷିଣ ଜର୍ଜିଆରୁ ବୁଏନୋସ୍ ଆଇରେସ୍ କୁ ଯାଇଥିବା ଏକ କ୍ରୁଜ୍ ଜାହାଜ ଥିଲା ଏବଂ ଯାତ୍ରୀମାନଙ୍କୁ…

Read More

ଟିକ ଟକ ସହିତ ୫୯ ଚୀନ ଆପ୍ ବ୍ୟାନ

ସୀମାନ୍ତରେ ଚୀନ ସହିତ ଭାରତ ର  ତିକ୍ତତା ଜାରି ରହିଥିବାବେଳେ, ବ୍ୟକ୍ତି  ର ଡାଟା ଓ  ଗୋପନୀୟତା ର ସୁରକ୍ଷା କୁ ନେଇ ସମ୍ପୃକ୍ତ ଚୀନ ଆପ କୁ  ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଟିକ୍ ଟକ୍ ସମେତ ୫୯ ଟି ଚାଇନିଜ୍ ଆପ୍ ଉପରେ ସରକାର ନିଷେଧାଦେଶ ଘୋଷଣା କରିବେ। ସେନ୍ସର ଟାୱାରର ରିପୋର୍ଟ ଅନୁଯାୟୀ,  ଭାରତ ରେ  ସବୁଠାରୁ ବେଶୀ ଥର ଟିକଟକ ଡାଉନଲୋଡ ହୋଇଛି।  ରିପୋର୍ଟରେ ଦର୍ଶାଯାଇଛି ଯେ, ଟିକଟକ…

Read More

ଚୀନ୍‌ର ବିପଦକୁ ମୁକାବିଲା ପାଇଁ ଆମେରିକା ସେନା ନିୟୋଜିତ ହେବ : ଆମେରିକାର ବୈଦେଶିକ ସଚିବ

ଆମେରିକାର ବୈଦେଶିକ ସଚିବ ମାଇକ ପୋନପିଓ କହିଛନ୍ତି ଯେ ଚୀନ୍ ,ଭାରତ ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶ ପାଇଁ ବିପଦ ସୃଷ୍ଟି କରୁଛି। ବ୍ରୁସେଲ୍ସ ଫୋରମରେ ଏକ ପ୍ରଶ୍ନର ଉତ୍ତରରେ ପୋନପିଓ ଏହା କହିଛନ୍ତି। ପୋନପିଓଙ୍କୁ ପଚରାଯାଇଥିଲା ଯେ ଆମେରିକା କାହିଁକି ଜର୍ମାନୀରୁ ନିଜର ଶକ୍ତି ହ୍ରାସ କରିଛି? ସେ ଚୀନ୍ କୁ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ପାଇଁ ବିପଦ ବୋଲି ବର୍ଣ୍ଣନା କରିଛନ୍ତି। ତେଣୁ ସେନାକୁ ସେଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର…

Read More

ଭାରତ ଓ ଚୀନ ବିବାଦକୁ ନେଇ ଜାତିସଂଘ ଚିନ୍ତିତ

ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ ଭାରତ ଏବଂ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ରେ  ହିଂସା ଏବଂ ମୃତ୍ୟୁ ଖବର ନେଇ ଉଦବେଗ   ପ୍ରକାଶ କରିଛନ୍ତି। ସଂଗଠନ ଉଭୟ ପକ୍ଷକୁ ସର୍ବାଧିକ ସଂଯମତା ରକ୍ଷା କରିବାକୁ ଅନୁରୋଧ କରିଛି। ଜାତିସଂଘର ମୁଖପାତ୍ର ମଙ୍ଗଳବାର କହିଛନ୍ତି ଯେ ପୂର୍ବ ଲଦାଖର ଗାଲଭାନ ଉପତ୍ୟକାରେ ଚୀନ୍ ସୈନ୍ୟ ଙ୍କ ସହ ହୋଇଥିବା ସଂଘର୍ଷରେ ସମୁଦାୟ ୨୦  ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ।  

Read More