ଆନ୍ଧ୍ରପ୍ରଦେଶ:ମିଲ୍କ ପ୍ଳାଣ୍ଟରେ ଆମୋନିୟା ଗ୍ୟାସ୍ ଲିକ୍, ୨୦ଜଣ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଚିତୋର ସ୍ଥିତ ଏକ ଘରୋଇ ଦୁଗ୍ଧ ୟୁନିଟରେ ଆମୋନିୟା ଗ୍ୟାସ୍ ଲିକ୍ ୨୦ ଜଣ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ଏହି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଏକ ଘରୋଇ କମ୍ପାନୀରେ ଘଟିଛି। ଏହି ୨୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୪ ଜଣ ମହିଳା କର୍ମଚାରୀ ଅଛନ୍ତି। ପୋଲିସ ସୂଚନାଅନୁସାରେ,ଏହି ତିନି ପୀଡିତାଙ୍କୁ ତିରୁପତିସ୍ଥିତ ରୁଇଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପାଞ୍ଚ ଜଣଙ୍କୁ ପଡୋଶୀ ତାମିଲନାଡୁର ଭେଲୋରର ସିଏମସି ହସ୍ପିଟାଲରେ ଭର୍ତ୍ତି…
