Home » chse results
chse result 2022

CHSE Results: ପ୍ରକାଶ ପାଇଲା +2 Science ଓ Commerce ରେଜଲ୍ଟ, ୮ ରେ Arts ରେଜଲ୍ଟ

ଭୂବନେଶ୍ଵର: CHSE science and commerce annual examination result 2022 ଆଜି ବୁଧବାର ପ୍ରକାଶ ପାଇଛି ଓଡ଼ିଶା ସିଏଚଏସଇ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ (+2 Science and Commerce Result)। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Sameer Ranjan Dash) ପରୀକ୍ଷାଫଳ ପ୍ରକାଶ କରିଛନ୍ତି। ଚଳିତ ବର୍ଷ +୨ ବିଜ୍ଞାନରେ ୯୪.୧୨ ପ୍ରତିଶତ, ବାଣିଜ୍ୟରେ ୮୯.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ମୋଟ୍…

Read More
CHSE

CHSE:ଆସନ୍ତା ଅଗଷ୍ଟ ୨ୟ ସପ୍ତାହରେ ପ୍ରକାଶ ପାଇବ +2 ରେଜଲ୍ଟ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷାଫଳ (+2 Annual Examination Result) ଆସନ୍ତା ଅଗଷ୍ଟ ୨ୟ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ସିଏଚଏସଇ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୧୦ମ ପରୀକ୍ଷା ନମ୍ବରକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶନ କରାଯିବ। ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଉ ଥରେ ପରୀକ୍ଷା ଦେଇପାରିବେ। ଯେଉଁ ଛାତ୍ରଛାତ୍ରୀମାନେ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ…

Read More
odisha results

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

ଭୁବନେଶ୍ୱର: ପୂର୍ବରୁ ଘୋଷଣା ହୋଇଥିଲା ଯେ CHSE ପରିଚାଳିତ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଅଗଷ୍ଟ ଶେଷ ସୁଦ୍ଧା ପ୍ରକାଶିତ ହେବ। ବର୍ତ୍ତମାନ କିନ୍ତୁ ଏହା  ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବ।। ଏ ନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶିତ ହୋଇସାରିଛି।  +୨ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର…

Read More

ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ; ପାସ୍‌ ହାର ୭୪.୯୫ ପ୍ରତିଶତ

ଭୁବନେଶ୍ୱର:ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା (CHSE) ଦ୍ଵାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏବର୍ଷ ପାସ୍‌ ହାର ୭୪.୯୫ ପ୍ରତିଶତ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ  ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ୧୯ ହଜାର ୩୧୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଏବର୍ଷ ୪୦ ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।…

Read More

ଆସନ୍ତା କାଲି ପ୍ରକାଶ ପାଇବ +୨ ବାଣିଜ୍ୟ ପରିକ୍ଷାଫଳ

ଭୁବନେଶ୍ଵର:ଆସନ୍ତା କାଲି ଅଗଷ୍ଟ ୧୯ ରେ ପ୍ରକାଶ ପାଇବ ଯୁକ୍ତ୨ ବାଣିଜ୍ୟ (Commerce) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ( CHSE)ଦ୍ଵାରା  ପରିଚାଳିତ ପରୀକ୍ଷାଫଳ। ଦିନ ୧୧.୩୦ ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ସେମାନଙ୍କର ପରୀକ୍ଷାଫଳ orissaresults.nic.in ୱେବସାଇଟ ରେ ଦେଖିପାରିବେ।

Read More
CHSE

+୨ବିଜ୍ଞାନ ଫଳ ପ୍ରକାଶିତ ,୭୦.୨୧ % ଛାତ୍ରଛାତ୍ରୀ ପାସ

ଭୁବନେଶ୍ଵର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ( CHSE)ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷ ଫଳ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ସୂଚନା ଦେଇଛନ୍ତି। ମୋଟ ୯୭,୩୭୭ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮,୩୭୪ ଜଣ ପିଲା ପାସ କରିଛନ୍ତି। ଚଳିତ ବର୍ଷ ୭୦.୨୧ ଶତକଡା ଛାତ୍ରଛାତ୍ରୀ ପାସ କରିଛନ୍ତି। ଗତ ବର୍ଷ ପାସ ହାର ୭୨ ପ୍ରତିଶତ ଥିଲା। ଚଳିତ ବର୍ଷ +୨…

Read More