Coal India Ltd MGB 19 Percent: କୋଲ ଇଣ୍ଡିଆ କର୍ମଚାରୀଙ୍କୁ ମିଳିବ;୧୯ % ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ, ପାଇବେ ୨.୩୮ ଲକ୍ଷ କର୍ମଚାରୀ
ତାଳଚେର: Coal India Ltd MGB 19 Percent କୋଲ ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଆଜି ଖୁସି ଖବର ମିଳିଛି। ମଜୁରୀ ବୋର୍ଡ ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (CIL) ଏବଂ ଚାରିଟି କର୍ମଚାରୀ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ବିଏମ୍ଏସ୍, ଏଚ୍ଏମ୍ଏସ୍, ଏଆଇଟିୟୁସି ଏବଂ ସିଇଟିୟୁ (BMS, HMS, AITUC and CITU) ରେ ଆଜି ୩ ଜାନୁଆରୀ ବୁଧବାର ଏକ ମେମୋରେଣ୍ଡମ୍ (MoU) ହୋଇଛି। ବୁଝାମଣା ପତ୍ର ଅନୁସାରେ ୧୯% ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ (Coal…
