College Reopens:ଜୁନ ପହିଲାରୁ ଖୋଲିବ ଶିକ୍ଷାନୁଷ୍ଠାନ
ଭୁବନେଶ୍ଵର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ (Educational Institute) ଆସନ୍ତା ପହିଲାରୁ ଖୋଲିବ। ଏ ନେଇ ବିଭାଗୀୟ ସଚିବ ଚିଠି ଲେଖି ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କୁ ଅବଗତ କରିଛନ୍ତି। ସରକାରୀ ବିଶ୍ୱବିଦ୍ୟାଳୟ (Govt. University), ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟ (Degree College) ଜୁନ୍ (June) ପହିଲାରୁ ଖୋଲିବ। ମେ ୩୧ ଗ୍ରୀଷ୍ମ ଛୁଟି (Summer Vacation) ଶେଷ ହେବା ପରେ କୂଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି ଦିଗରେ…
