ଗୃହ ରାଜ୍ୟମନ୍ତ୍ରୀ ନିଶିଥ ପ୍ରମାଣିକ ଜଣେ ବାଂଲାଦେଶୀ ନାଗରିକ, କଂଗ୍ରେସ ରାଜ୍ୟସଭା ସାଂସଦଙ୍କ ଦାବି
ନୂଆଦିଲ୍ଲୀ: କଂଗ୍ରେସ (Congress) ରାଜ୍ୟସଭା ସାଂସଦ ରିପୁନ ବୋରା (Ripun Bora) ବାଂଲାଦେଶୀ ନାଗରିକ (Bangladeshi Citizen) ବୋଲି ଅଭିଯୋଗ କରି କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ (Nisith Pramanik) ଙ୍କ ନାଗରିକତ୍ୱ ଉପରେ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କୁ ଏକ ଚିଠି ଲେଖି ତଦନ୍ତ ଦାବି କରିଛନ୍ତି ଏବଂ ସେ ଜଣେ ବାଂଲାଦେଶୀ ନାଗରିକ ବୋଲି ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ପତ୍ରରେ…
