Edible Oil New Price Today: କମିବ ଖାଇବା ତେଲ ଦାମ, ଖାଉଟିକୁ ଆଶ୍ୱସ୍ତି
ନୂଆଦିଲ୍ଲୀ: Edible Oil New Price Today ଦେଶର ଜନସାଧାରଣ ଖୁବ୍ ଶୀଘ୍ର ଖାଇବା ତେଲ ଶସ୍ତାରେ ପାଇବାକୁ ଯାଉଛନ୍ତି। ମିଡ଼ିଆ ରିପୋର୍ଟ୍ ଅନୁସାରେ ଖୁବ୍ ଶୀଘ୍ର ଖାଇବା ତେଲ ମୂଲ୍ୟ ଲିଟର ପିଛା ୧୦ ରୁ ୧୫ ଟଙ୍କା ହ୍ରାସ ପାଇବାକୁ ଯାଉଛି। ଯାହା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଖାଇବା ତେଲର ଲିଟର ପିଛା ୧୦ ରୁ ୧୫ଟଙ୍କା ହ୍ରାସ ହେବ। ଦେଶରେ ଆଗକୁ ପାର୍ବଣ ଋତୁ ଆସୁଛି। ଏହାକୁ ନଜରରେ ରଖି ସରକାର…
