ରାଷ୍ଟ୍ରପତି ଙ୍କ ଦ୍ଵାରା ବ୍ୟାଙ୍କିଙ୍ଗ୍ (ସଂଶୋଧନ),ନିୟମ ୨୦୨୦ ଜାରି
ସାଧାରଣ ଜନତା, ଜମାକାରୀ, ବ୍ୟାଙ୍କିଙ୍ଗ୍, ମିଶ୍ରଣ ଯୋଜନା ପାଇଁ ରାସ୍ତା ପ୍ରସ୍ତୁତ ଜମାକାରୀଙ୍କ ସ୍ୱାର୍ଥ ରକ୍ଷା କରିବାକୁ ବ୍ୟାଙ୍କଗୁଡିକର ପ୍ରତିବଦ୍ଧତାକୁ ଅନୁସରଣ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ୟାଙ୍କ ନିୟମାବଳୀ (ସଂଶୋଧନ) ନିୟମ ,୨୦୨୦ଜାରି କରିଛନ୍ତି। ଏହା ସହିତ ସମସ୍ତ ସହରାଞ୍ଚଳ ଏବଂ ବହୁ-ରାଜ୍ୟ ସମବାୟ ବ୍ୟାଙ୍କ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଙ୍କ ତତ୍ତ୍ୱାବଧାନରେ ଆସିଛନ୍ତି। ଏହି ସମବାୟ ବ୍ୟାଙ୍କଗୁଡିକର ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିକଟରେ ଏହି ନିୟମରେ ସଂଶୋଧନ କରାଯାଇଛି। ଶନିବାର ଦିନ…
