ରାଜ୍ୟ ରେ ଆଜି ପୁଣି ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ଵର : (ମହିମା ଲାଇଭ )ରାଜ୍ୟରେ ଆଜି ଆଉ ୧୪୦୯ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୪ ହଜାର ୪୮୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫୮, ଖୋର୍ଦ୍ଧାରୁ ୨୧୮ ଜଣ,ରାୟଗଡା ରୁ ୧୨୮ ଜଣ,ସୁନ୍ଦରଗଡରୁ ୧୨୨ ଜଣ,ପୁରୀରୁ ୧୨୧ ,…
