ଭାରତରେ କରୋନା କମ୍ୟୁନିଟି ସ୍ପ୍ରେଡ ଆରମ୍ଭ : ଆଇଏମଏ
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଗତ ତିନି ଦିନ ଧରି ଦେଶରେ ୩୪ ହଜାରରୁ ଅଧିକ ନୂଆ ମାମଲା ଦେଖାଦେଇଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ବିବୃତ୍ତି ଦେଶର ଚିନ୍ତା ବଢେଇ ଦେଇଛି। ଆଇଏମଏ କହିଛି ଯେ ଭାରତରେ କମ୍ୟୁନିଟି ସ୍ପ୍ରେଡ୍ ଆରମ୍ଭ ହୋଇଛି ଆଗକୁ ଆହୁରି ପରିସ୍ଥିତି ଆହୁରି ଖରାପ ହୋଇପାରେ। ଆଇଏମ୍ଆଇ (ହସ୍ପିଟାଲ୍ ବୋର୍ଡ ଅଫ୍ ଇଣ୍ଡିଆ) ର ସଭାପତି ଡକ୍ଟର ଭି.କେ…
