‘ପତଞ୍ଜଳି କରୋନିଲ’ପ୍ରତିଦିନ ୧୦ ଲକ୍ଷ ପ୍ୟାକେଟର ଅର୍ଡର ଆସୁଛି : ବାବା ରାମଦେବ
ପ୍ରଥମେ ପତଞ୍ଜଳିର ‘କରୋନିଲ୍’ବହୁତ ବିବାଦୀୟ ହୋଇଥିଲା। କରୋନା ଭୂତାଣୁ କାଳରେ ବାବା ରାମଦେବଙ୍କ ପତଞ୍ଜଳିର କରୋନିଲ ଔଷଧ ବଜାରରେ ବହୁତ ଚାହିଦା ରହିଛି। ଯୋଗ ଗୁରୁ ରାମଦେବ ଦାବି କରିଛନ୍ତି ଯେ ପତଞ୍ଜଳି ଆୟୁର୍ବେଦ ଔଷଧ କରୋନିଲ ପାଇଁ ପ୍ରତିଦିନ ୧୦ଲକ୍ଷ ପ୍ୟାକେଟର ଅଡର ଆସୁଛି, ଯାହା କୋଭିଡ -୧୯ର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଗତକାଲି ବୁଧବାର ଦିନ ରାମଦେବ କହିଛନ୍ତି ଯେ ହରିଦ୍ୱାରସ୍ଥିତ କମ୍ପାନୀ ଏହି ଚାହିଦା ପୂରଣ ପାଇଁ ସଂଘର୍ଷ କରୁଛି, କାରଣ…
