Home » Courts opens on date
Odisha_High_Court

Court : କରୋନା ପାଇଁ ଆଗୁଆ ଖରା ଛୁଟି, ହାଇକୋର୍ଟ ସମେତ ସମସ୍ତ କୋର୍ଟ ଆସନ୍ତା ୩ରୁ ବନ୍ଦ

କଟକ: ଆସନ୍ତା ୩ ତାରିଖରୁ ଓଡ଼ିଶା ହାଇକୋର୍ଟ (Odisha High Court) ଓ ନିମ୍ନ ଅଦାଲତର ଗ୍ରୀଷ୍ମ ଅବକାଶ (Summer Vacation) ଆରମ୍ଭ ହେବ। ଏନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୀଷ୍ମ ଅବକାଶ ପରେ ଜୁନ୍‍ ୭ ତାରିଖରେ ହାଇକୋର୍ଟ ଖୋଲିବ। ତେବେ ରଜ ଉତ୍ସବ ପାଇଁ ଜୁନ୍‍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ରହିବ। ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟରେ କେବଳ ଭର୍ଚୁଆଲ ମୋଡରେ ମାମଲା ଶୁଣାଣି ହେବ। ସୂଚନାଅନୁସାରେ…

Read More