Home » covid-19 » Page 2
milkha-singh

ଫ୍ଲାଇଙ୍ଗ୍ ଶିଖ୍ ମିଲଖା ସିଂଙ୍କ ଦେହାନ୍ତ,ପାଞ୍ଚଦିନ ତଳେ ପତ୍ନୀଙ୍କ ଦେହାନ୍ତ ହୋଇଥିଲା

ନୂଆଦିଲ୍ଲୀ:ଭାରତର ମହାନ ସ୍ପ୍ରିଣ୍ଟର୍ ଏବଂ ଫ୍ଲାଇଙ୍ଗ୍ ଶିଖ୍ ଭାବରେ ସାରା ବିଶ୍ୱରେ ପ୍ରସିଦ୍ଧ ମିଲଖା ସିଂ (Milkha Singh) ଆଉ ଏହି ଦୁନିଆରେ ନାହାଁନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ମିଲଖା ସିଂଙ୍କ ଦେହାନ୍ତ ହୋଇଛି। ସେ ୯୧ବର୍ଷ ବୟସର ଥିଲେ ଏବଂ କୋଭିଡ-୧୯ରେ ପୀଡ଼ିତ ହୋଇ ନିକଟରେ ମୁକଟ ହୋଇଥିଲେ। ବୁଧବାର ତାଙ୍କର କରୋନା ପରୀକ୍ଷା ନକାରାତ୍ମକ ହୋଇଛି। ତାଙ୍କୁ ଜୁନ୍ ୩ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଶୁକ୍ରବାର ରାତିରେ ଚଣ୍ଡିଗଡ଼ର PGIMER ହସ୍ପିଟାଲରେ ଶେଷ…

Read More
prakash javdekar

Covid-19 ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା, ପରିବାର ପାଇବେ ପାଞ୍ଚ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ (Information and Broadcasting) ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର (Prakash Javadekar) ଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ (Covid-19) ରେ ପ୍ରାଣ ହରାଇଥିବା ସାମ୍ବାଦିକ (Journalist) ମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯୋଜନା କରିଛନ୍ତି।  ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ…

Read More
neet POSTPONED

NEET-PG ପରୀକ୍ଷା ୪ମାସ ପାଇଁ ସ୍ଥଗିତ, MBBS ଅନ୍ତିମ ବର୍ଷର ଛାତ୍ରମାନେ ରହିବେ ଡ୍ୟୁଟିରେ: PMO

ନୂଆଦିଲ୍ଲୀ: କରୋନା (Covid-19) ଦ୍ଵାରା ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) କରୋନା ସହ ଲଢିବା ପାଇଁ ଡାକ୍ତରୀ କର୍ମଚାରୀଙ୍କ ଉପଲବ୍ଧତା ବୃଦ୍ଧି କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ, NEET-PG ପରୀକ୍ଷାକୁ ଅତି କମରେ ୪ ମାସ ସ୍ଥଗିତ ରଖିବାକୁ କୁହାଯାଇଛି। PMO ଦବାରା ଜାରି ବିବୃତ୍ତି ଅନୁଯାୟୀ, MBBS ଅନ୍ତିମ ବର୍ଷର ଛାତ୍ରମାନେ ଅଧ୍ୟାପକଙ୍କ ତତ୍ତ୍ଵାବଧାନରେ ଟେଲିକନସୋଲେସନ ଏବଂ ସ୍ୱଳ୍ପ କୋଭିଡ ମାମଲାର ତଦାରଖ…

Read More
assembly

Odisha Assembly Updates: ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନ୍‍ଏମ୍‍ଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ଵର: ଆନ୍ଦୋଳନରତ ଏଏନ୍‍ଏମ୍‍ଙ୍କୁ  ନିଶ୍ଚୟ ଖୁସି ଖବର। ଆଜି ବିଧାନସଭାରେ ଏଏନ୍‍ଏମ୍‍ଙ୍କ ନିଯୁକ୍ତି ପ୍ରସଙ୍ଗ ଉଠିଥିଲା। ଗୃହରେ ବିବୃତ୍ତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ କହିଛନ୍ତି ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନ୍‍ଏମ୍‍ଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟରେ ଏବେ ୧ ହଜାର ୯୯ଟି ଏଏନ୍‍ଏମ୍‍ ପଦ ଖାଲି ରହିଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଏନ୍‍ଏମ୍‍ଙ୍କୁ ସର୍ତ୍ତମୂଳକ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି…

Read More
odisha-school

School Reopens: ବର୍ତ୍ତମାନ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବିଭିନ୍ନ ସ୍ତରରେ ବିଚାର ବିମର୍ଶ ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ବିଦ୍ୟାଳୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲିଛି । ମନ୍ତ୍ରୀ କହିଛନ୍ତି, ଅନ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ଓ କେତେକ ସ୍ଥାନରେ ଲକ୍‍ଡାଉନ୍‍ ଲାଗୁ ହେଉଥିବାରୁ ପରିସ୍ଥିତିକୁ…

Read More
Covashield_mahimalive

Coronavirus Vaccine Dry Run: ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦିଆଯିବ

ନୂଆଦିଲ୍ଲୀ: କରୋନା ଟୀକାକରଣ (Corona Virus Vaccination) ପାଇଁ କେନ୍ଦ୍ର ସରକାର ଜୋରଦାର ପଦକ୍ଷେପ ଆରମ୍ଭ କରିଛନ୍ତି। ଆଜି ସାରା ଦେଶରେ ଟୀକାକରଣର Dry Run ଚାଲିଛି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ (Dr Harsh Vardhan, Minister of Health and Family Welfare) କହିଛନ୍ତି ଯେ ଏହି ଟିକା ଦିଲ୍ଲୀରେ ନୁହେଁ ସମଗ୍ର ଦେଶରେ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଏକ କୋଟି ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଦୁଇ କୋଟି ଫ୍ରଣ୍ଟଲାଇନ…

Read More
rashtrapati bhavan

Rashtrapati Bhavan: ଜାନୁଆରୀ ୫ ରୁ ସର୍ବସାଧାରଣଙ୍କ ପାଇଁ ପୁନର୍ବାର ଖୋଲିବ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ

ନୂଆଦିଲ୍ଲୀ: କୋଭିଡ-୧୯ (Covid-19) କାରଣରୁ ବିଗତ ମାର୍ଚ୍ଚ ୧୩, ୨୦୨୦ ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିବା ରାଷ୍ଟ୍ରପତି ଭବନ (Rashtrapati Bhavan) ସଂଗ୍ରହାଳୟ ଆସନ୍ତା ଜାନୁୟାରୀ ୫, ୨୦୨୧ ରୁ ପୁନର୍ବାର ଖୋଲିବ। ସୋମବାର ଏବଂ ସରକାରୀ ଛୁଟି ଦିନ ବ୍ୟତୀତ ଏହା ସବୁ ଦିନ ଖୋଲା ରହିବ। ୱେବସାଇଟ https://presidentofindia.nic.in କିମ୍ବା   https://rashtrapatisachivalaya.gov.in କିମ୍ବା  https://rbmuseum.gov.in ମାଧ୍ୟମରେ ପରିଦର୍ଶକମାନେ ସେମାନଙ୍କର ସ୍ଲଟ୍ ବୁକ୍ କରିପାରିବେ। ପୂର୍ବ ପରି, ପ୍ରତ୍ୟେକ ଭ୍ରମଣକାରୀଙ୍କ ନାମକରଣ ପଞ୍ଜିକରଣ ପାଇଁ…

Read More
Uddhav_CM

Religious Places Reopens: ଉଦ୍ଧବ ସରକାରଙ୍କ ନିଷ୍ପତ୍ତି; ସୋମବାରରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥାନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଶନିବାର କହିଛନ୍ତି ଯେ ଆସନ୍ତା ସୋମବାର ଠାରୁ ରାଜ୍ୟରେ ଧାର୍ମିକ ସ୍ଥାନ (Religious Places) ଖୋଲାଯିବ। କରୋନା ମହାମାରୀ (Corona Pandemic) ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚରେ ଲକଡାଉନ୍ (Lockdown) ଲାଗୁ ହେବା ପରେ ରାଜ୍ୟର ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିଛି। ଥାକେର ଏକ ବିବୃତ୍ତି ଜାରି କରି ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେ ଭୁଲିଯିବା ଉଚିତ ନୁହେଁ…

Read More
OJEE 2020

OJEE 2020: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ମଧ୍ୟରେ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ଵର: କରୋନାକୁ ନେଇ ରାଜ୍ୟରେ ବନ୍ଦ ଥିଲା ଓଜେଇଇ ୨୦୨୦ ପ୍ରବେଶିକା ପରୀକ୍ଷା। ବର୍ତ୍ତମାନ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) ଆୟୋଜିତ ହେବ। ରାଜ୍ୟରେ ୨୧ଟି ସହରରେ ୫୦ଟି ସେଣ୍ଟରରେ ହେବ ପରୀକ୍ଷା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଏଥିସହିତ ରାଜ୍ୟ ବାହାରେ କୋଲକାତା, ପାଟନା ଓ ରାଞ୍ଚିରେ ମଧ୍ୟ ପରୀକ୍ଷା ଆୟୋଜିତ ହେବ। ସୂଚନାଯୋଗ୍ୟ ନିକଟରେ ଦେଶରେ ଏନଟିଏ ପକ୍ଷରୁ ଜେଇଇ(JEE )ଓ ନିଟ୍ (NEET-2020 )ପରୀକ୍ଷା ଆୟୋଜିତ…

Read More
mega food park

Mega Food Park: ରାୟଗଡ଼ାରେ ୨୧୨୪ ଜଣଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହା ଠାରୁ ଦେଶରେ ମେଗା ଖାଦ୍ୟ ପାର୍କ ଯୋଜନା (MFPS) କାର୍ଯ୍ୟକାରୀ କରାଯାଇ ଆସୁଛି। ଏହାଦ୍ୱାରା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରୁଛି। ଏହି ଯୋଜନା ଅଧୁନା କେନ୍ଦ୍ରୀୟ କ୍ଷେତ୍ରରେ ଅମ୍ବ୍ରେଲା ଯୋଜନା ଭାବେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା (Pradhan Mantri Kisan SAMPADA Yojana) ର ଅଂଶବିଶେଷ ଭାବେ ପ୍ରବର୍ତ୍ତନ କରାଯାଉଛି।  ଖାଦ୍ୟ ପ୍ରକ୍ରିୟାକରଣ…

Read More
PM-Modi

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ;ଇ-ଗୋପାଳ ଆପ୍‌ ଲଞ୍ଚ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ଗୋପାଳ ଆପ୍ (e-Gopala) ର ଶୁଭାରମ୍ଭହୋଇଛି। ଏହି ଆପ୍‌ଟି ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ଏବଂ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରିପାରିବେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା (Pradhan Mantri Matsya Sampada Yojana-PMMSY) ଦେଶର ମତ୍ସ୍ୟ ଉଦ୍ୟୋଗ କ୍ଷେତ୍ରରେ ନିରନ୍ତର ବିକାଶ ସାଧନ ପାଇଁ ଉଦ୍ଦିଷ୍ଟ…

Read More