Home » covid

ରାଜ୍ୟ ରେ ଆଜି ୧୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ,ମୋଟ ସୁସ୍ଥ ହେଲେ ୨୫ ହଜାରରୁ ଅଧିକ

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୨୫୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୫ ହଜାର ୭୩୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ  ୪୮୫, ଖୋର୍ଦ୍ଧାରୁ ୧୨୫ଜଣ, ସୁନ୍ଦରଗଡରୁ ୧୨୨ ଜଣ,ସମ୍ବଲପୁରରୁ୧୦୭ ଜଣ, ପୁରୀରୁ ୭୫ ଜଣ , ମୟୁରଭଞ୍ଜ ଜିଲ୍ଲାରୁ…

Read More
covid19 India

ଭାରତରେ ଦିନକରେ ସର୍ବାଧିକ ୩୦ ହଜାର କରୋନା ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ : କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ଗୋଟିଏ ଦିନରେ ସୁସ୍ଥତା ହାରରେ ଅଭୂତପୂର୍ଣ୍ଣ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୮୨ ହଜାର ୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ ରେ ପହଞ୍ଚିଛି।  କୋଭିଡ-୧୯ ପରିଚାଳନା ଦିଗରେ କେନ୍ଦ୍ର ସରକାରଙ୍କ…

Read More

ମୁମ୍ବାଇରେ ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କର ମୃତ୍ୟୁ

ଆଜି ବଲିଓଡ଼ ପୁଣି ଜଣ ଙ୍କୁ ହରେଇଦେଇଛି। ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ସରୋଜ ଖାନଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଛି। କିଛି ଦିନ  ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବା ପରେ ସରୋଜ ଖାନଙ୍କୁ ବାନ୍ଦ୍ରା ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ଦିନ ପରେ ସେ ସୁସ୍ଥ ହୋଇ ନିଜ ଘରକୁ ଫେରି ଆସିଥିଲେ। କୋରିଓଗ୍ରାଫରଙ୍କୁ ୭୨  ବର୍ଷ ବୟସ ହୋଇଥିଲା।…

Read More

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା,ନଭେମ୍ବର ପର୍ଯ୍ୟନ୍ତ ଗରିବ ଲୋକମାନେ ମାଗଣା ଖାଦ୍ୟ ପାଇବେ

ଭାରତରେ ୮୦ କୋଟିରୁ ଅଧିକ ଲୋକଙ୍କୁ ୩ ମାସର ରାସନ ମାଗଣା ଦିଆଯାଇଛି ନଭେମ୍ବର ଶେଷ ସୁଦ୍ଧା ଗରିବ ଲୋକମାନେ ମାଗଣା ଶସ୍ୟ ପାଇବେ ଅନଲକ୍ -୧ ଆରମ୍ଭ ହେବା ପରଠାରୁ ଅବହେଳା ବୃଦ୍ଧି ପାଇଲା ବିଶ୍ୱର ଅନେକ ଦେଶ ଅପେକ୍ଷା ଭାରତର ସ୍ଥିତି ଭଲ। ଦେଶବାସୀଙ୍କୁ ସେମାନଙ୍କର ଯତ୍ନ ନେବାକୁ ଅନୁରୋଧ ଦେଶରେ ଜୁଲାଇ ୧  ରୁ ଅନଲକ୍ -୨  ଲାଗୁ କୃଷକ ଏବଂ ସଚ୍ଚୋଟ କରଦାତାମାନଙ୍କ ଯୋଗୁଁ ସରକାର ଗରିବ ଏବଂ ଅସହାୟ ଲୋକଙ୍କୁ…

Read More

ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନଲକ୍ -୨ ନୂତନ ନିର୍ଦ୍ଦେଶାବଳୀ ଜାରି

କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଅଧିକ କାର୍ଯ୍ୟକଳାପ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନଲକ୍ -୨ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି | ନୂତନ ନିର୍ଦ୍ଦେଶାବଳୀ ଜୁଲାଇ ୧ଠାରୁ କାର୍ଯ୍ୟକାରୀ ହେବ। ଆଜି ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ, ରାଜ୍ୟ ଓ  କେନ୍ଦ୍ରାଞ୍ଚଳ ରୁ ପ୍ରାପ୍ତ ମତାମତ ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ବ୍ୟାପକ ପରାମର୍ଶ ଉପରେ ଆଧାରିତ ଅଟେ। ଖବର ଅନୁସାରେ,ଅନଲକ୍-୧ ଓ ମେ ୩୦ ରେ…

Read More