Home » Covid19 Breaking
5g corona

5G ପରୀକ୍ଷଣ ହେତୁ ଦେଶରେ କରୋନା ବଢୁଛି କି? WHO ର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କରୋନା ଭାଇରସ୍ (Corona Virus) ବିଷୟରେ ସୋସିଆଲ ମିଡିଆ (Social Media) ରେ ଦାବି କରାଯାଉଛି ଯେ ମହାମାରୀ 5G ଟେକ୍ନୋଲୋଜିର ପରୀକ୍ଷଣର ଫଳାଫଳ ବ୍ୟତୀତ ଆଉ କିଛି ନୁହେଁ। ଏହି ପରିପ୍ରେକ୍ଷୀରେ ପ୍ରତିଦିନ କିଛି ପୋଷ୍ଟ କରାଯାଉଛି।  WhatsApp ରେ ଏହି ବାର୍ତ୍ତା ଭାଇରାଲ ହେବା ପରେ ଲୋକମାନେ ପରସ୍ପରକୁ ପ୍ରଶ୍ନ ପଚାରୁଛନ୍ତି କି 5G କାରଣରୁ କରୋନା ଦେଶରେ ହଇଚଇ ସୃଷ୍ଟି କରୁଛି କି? ଏହି ପ୍ରଶ୍ନର ଉତ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

Read More
nitrogen-oxygen

Oxygen:ନାଇଟ୍ରୋଜେନ୍ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ୍ ପ୍ଲାଣ୍ଟରେ ପରିବର୍ତ୍ତିତ କରିବା କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ (Covid-19 Pandemic) ପରିସ୍ଥିତି କାରଣରୁ ମେଡ଼ିକାଲ ଅକ୍ସିଜେନ (Medical Oxygen) ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ବର୍ତ୍ତମାନର ନାଇଟ୍ରୋଜେନ (Nitrogen) ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟରେ ପରିବର୍ତ୍ତିତ କରିବାର ବ୍ୟବହାର୍ଯ୍ୟତା ଉପରେ ବିଚାର କରିଛନ୍ତି। ଏପରି ବିଭିନ୍ନ ସମ୍ଭାବ୍ୟ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରାଯାଇଛି ଯେଉଁଥିରେ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରାଯାଇପାରିବ। ବର୍ତ୍ତମାନର ପ୍ରେସ ସ୍ଵୀଙ୍ଗ ଆଡସର୍ପସନ (PSA) ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ…

Read More
PMMODI2

G20 Summit: ଦୁଇ ଦିନିଆ ଜି୨୦ ଶୀର୍ଷ ସମ୍ମିଳନୀ ଆରମ୍ଭ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଭିଭାଷଣ

ନୂଆଦିଲ୍ଲୀ: ୧୫ତମ ଜି୨୦ (G20) ଶୀର୍ଷ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲ୍‍ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ସମ୍ମିଳନୀ ଆଜି ଶେଷ ହେବ। ସାଉଦି ଆରବ (Saudi Arabia) ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଶୀର୍ଷକ ହେଉଛି ‘ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀରେ ସୁଯୋଗର ଉପଲବ୍ଧି’। ଏହା ହେଉଛି ଚଳିତ ବର୍ଷର ଦ୍ୱିତୀୟ ଜି୨୦ ଶୀର୍ଷ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଏହି ସମ୍ମିଳନୀରେ ତାଙ୍କର ଅଭିଭାଷଣ ପ୍ରଦାନ…

Read More
australia melbourne

Australia Covid 19: ୫ ମାସ ପରେ ପ୍ରଥମ ଥର ପାଇଁ, ଆଜି ଅଷ୍ଟ୍ରେଲିଆରୁ କୋଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି

✱ ଦୁନିଆରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪.୬୩ କୋଟି ଅତିକ୍ରମ କରିଛି, ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୩.୩୪ କୋଟିରୁ ଅଧିକ ହୋଇଛି ମେଲବୋର୍ଣ୍ଣ (Melbourne):  ବ୍ରିଟେନ (Britain) ରେ ଦ୍ୱିତୀୟ ଲକଡାଉନ (Second Lockdown) ଶନିବାର ଲାଗୁ କରାଯାଇଛି, ଯାହାକି ୨ ଡିସେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ। ବଢୁଥିବା ମାମଲା ମଧ୍ୟରେ ଏକ ଖୁସି ଖବର ମଧ୍ୟ ଅଛି।  ରବିବାର ଦିନ ଅଷ୍ଟ୍ରେଲିଆରେ କୋଣସି ନୂତନ କରୋନା ଭାଇରସ୍ (Corona Virus) ମାମଲା ଚିହ୍ନଟ ହୋଇନାହାନ୍ତି।…

Read More