Home » covid19
odisha-school

School Reopens: ଆଜିଠାରୁ ସ୍କୁଲ ଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: Odisha School Reopens ଓଡ଼ିଶାରେ ଗତ ଫେବୃଆରୀ ୧୪ ତାରିଖରୁ ଖୋଲିଥିଲା ବିଦ୍ୟାଳୟ। କିନ୍ତୁ ଆଜି ସୋମବାରଠାରୁ ଛାତ୍ରଛାତ୍ରୀ  ସ୍କୁଲ୍‌ ଆସିବେ। କରୋନା ସଂକ୍ରମଣ ବ୍ୟାପୀବାରୁ ପ୍ରାୟ ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ପଞ୍ଚମ ପିଲା ସ୍କୁଲ ଯିବେ। ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ କରୋନା କଟକଣା ମଧ୍ୟରେ ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ…

Read More
school examination

School Reopens: ଆସନ୍ତା ୭ରୁ ଖୋଲିବ ସ୍କୁଲ ସହିତ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ଵର: ଓଡ଼ିଶାରେ ଆସନ୍ତା ୭ ତାରିଖ ସୋମବାରରୁ ସମସ୍ତ ସ୍କୁଲ ଓ କଲେଜ (School and College) ଖୋଲିବ। ଏନେଇ ଏକ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସୋମବାରରୁ ରାଜ୍ୟରେ ଅଷ୍ଟମରୁ ସମସ୍ତ କ୍ଲାସ ପାଇଁ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଇପାରିବେ। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ୭ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ…

Read More

Weather Report Odisha:ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ପ୍ରବଳ ବର୍ଷାର ସମ୍ଭାବନା

ଭୂବନେଶ୍ଵର: ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ସମୂଦ୍ର ପତନରୁ ବାୟୁମଣ୍ଡଳରେ ୫ ଦଶମିକ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Read More
Online_Apply

OSSSC RI Recruitment:ଓଡ଼ିଶାରେ ୫୮୬ RI ପୋଷ୍ଟ ପାଇଁ ଆଜିଠାରୁ online apply ଆରମ୍ଭ

ଭୁବନେଶ୍ଵର: କରୋନା (Corona) କାଳରେ ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସିଖବର। ଚୁକ୍ତିଭିତ୍ତିକରେ (Contractual Basis) ରାଜସ୍ୱ ଇନ୍ସପେକ୍ଟର (Revenue Inspector-RI) ପଦବୀ ପାଇଁ ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (Odisha Sub-ordinate Staff Selection Commission-OSSSC) ୫୮୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଚାକିରି ପାଇଁ ଆଗ୍ରହୀ ଅଟନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି  ସେମାନେ ବିଜ୍ଞପ୍ତି ଅନୁସାରେ Online ଆବେଦନ କରିପାରିବେ। Post Name : Revenue…

Read More
digital-media

ବେଶୀ ସମୟ କରୋନା ଖବର ପଢୁଛନ୍ତି କି? Doomsday ସ୍କ୍ରୋଲିଂ କ’ଣ,ଏହାକୁ ଏଡାଇବା କାହିଁକି?

ଅନେକ ଲୋକ ନିଜକୁ କ୍ରମାଗତ ଭାବରେ କୋଭିଡ଼ (Covid-19 ) ବିଷୟରେ ଖରାପ ଖବର ପଢୁଛନ୍ତି, ନିଜକୁ ଅଟକାଇ ପାରିବେ ନାହିଁ, ଏପରିକି ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଶୋଇବା ସମୟ କିମ୍ବା ପ୍ରକ୍ରିୟାରେ କାର୍ଯ୍ୟ ସମୟକୁ ମଧ୍ୟ ବଳିଦାନ ଦିଅନ୍ତି। ‘ଡୁମସଡେ’ (Doomsday) ସ୍କ୍ରୋଲିଂ ଏହା ଖରାପ ଖବର ମାଧ୍ୟମରେ ସର୍ଫ୍ କିମ୍ବା ସ୍କ୍ରୋଲ୍ ଜାରି ରଖିବାର ପ୍ରବୃତ୍ତିକୁ ସୂଚିତ କରେ, ଯଦିଓ ସେହି ଖବର ଦୁଖଃଦାୟକ କିମ୍ବା ଉଦାସୀନ। ଏହି ଶବ୍ଦ ନିକଟ ଅତୀତରେ ବୃଦ୍ଧି ପାଇବାରେ…

Read More
10th-12th-exam

Examination:ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା ସ୍ଥଗିତ

ଦିଲ୍ଲୀ: କୋଭିଡ-୧୯ (Covid-19) ର ଦ୍ଵିତୀୟ ଲହରୀ କାରଣରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ 2021 ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା (Offline Examination) କୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଲେଖିଥିବା ଏକ ପତ୍ରରେ ଉଚ୍ଚ ଶିକ୍ଷା ସଚିବ ଶ୍ରୀ ଅମିତ ଖାରେ ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ଅନୁରୋଧ କରାଯାଇଛି। ତେବେ ଅନଲାଇନ…

Read More
pm-modi video conference

Oxygen Plant: ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି, ଦେଶର ପ୍ରତ୍ୟେକ ଜିଲ୍ଲାରେ ଅମ୍ଳଜାନ କାରଖାନା ହେବ ନିର୍ମାଣ

ନୂଆଦିଲ୍ଲୀ: କରୋନା ଭୂତାଣୁ (Corona Virus) ଯୋଗୁଁ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ (Oxygen) ସଙ୍କଟ ବୃଦ୍ଧି ପାଇଲା। ସମଗ୍ର ଦେଶରେ ଅମ୍ଳଜାନକୁ ନେଇ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଅମ୍ଳଜାନର ପର୍ଯ୍ୟାପ୍ତ ଉପଲବ୍ଧତା ଅଭାବରୁ ରୋଗୀମାନେ ଜୀବନ ହରାଉଛନ୍ତି। ଲୋକମାନେ ସବୁଆଡେ ଅସୁବିଧାରେ ପଡ଼ୁଛନ୍ତି।  ଏଥି ସହ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ, ଦେଶର ପ୍ରତ୍ୟେକ ଜିଲ୍ଲାରେ ଆମେ ଅମ୍ଳଜାନ କାରଖାନା (Oxygen Plant) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ। ଯାହାର…

Read More
Odisha corona update Today _samir_das

School Reopens: ରାଜ୍ୟରେ ସ୍କୁଲ୍‍ ଖୋଲିବ କି ନାହିଁ, ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ:ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର(ମହିମା ଲାଇଭ ବ୍ୟୁରୋ): ସ୍କୁଲ୍‍ ଖୋଲିବା ନେଇ କେନ୍ଦ୍ର ସରକାର ତାଙ୍କର ଗାଇଡ୍‍ଲାଇନ୍‍ ଜାରି କରିବା ପରେ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ସ୍କୁଲ୍‍ (School) ଖୋଲିବ କି ନାହିଁ, ସେ ନେଇ ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ୍‍ ଓ ଗଣଶିକ୍ଷା (School and Masseducation) ମନ୍ତ୍ରୀ ସମୀର ରଞ୍ଜନ ଦାଶ। Related Post: Unlock 5.0 Guidelines Education: ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ…

Read More
kkr1

IPL 2020:କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ବିଜୟୀ

ଦୁବାଇ : ଆଇପିଏଲ୍‌ର ୮ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (Sun Risers Hyderabad) ଏବଂ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ବିଜୟୀ ହୋଇଛି। ହାଇଦ୍ରାବାଦ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଖେଳି ହାଇଦ୍ରାବାଦ ଦଳ ମନୀଷ ପାଣ୍ଡେ (Manish Pandey) ଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ୨୦ ଓଭରରେ ୪ ୱିକେଟରେ ୧୪୨ ରନ…

Read More
ravi kishan

ବିଜେପି ସାଂସଦ ରବି କିଶନ ସଂସଦରେ ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ କହିଲେ ତଦନ୍ତ ହେବା ଆବଶ୍ୟକ

ନୂଆଦିଲ୍ଲୀ: ଆଜିଠାରୁ ସଂସଦ (Parliament) ର ମୋସୁମୀ ଅଧିବେଶନ ଆରମ୍ଭ ହୋଇଛି। ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ ମାମଲାର ତଦନ୍ତ ମଧ୍ୟରେ ଆଜି ସଂସଦରେ ଡ୍ରଗ୍ସ ପ୍ରସଙ୍ଗ ଉଠାଯାଇଛି। ଲୋକସଭାରେ ଗୋରଖପୁରର ବିଜେପି ସାଂସଦ ତଥା ଭୋଜପୁରୀ ତାରକା ରବି କିଶନ (Ravi Kishan) ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରବି କିଶନ କହିଛନ୍ତି ଯେ ଏହା ଏକ ଗମ୍ଭୀର ବିଷୟ ଏଣୁ ଗଭୀର ଭାବେ ଯାଞ୍ଜ କରାଯାଉ।…

Read More
Barsha-Priyadarshini

ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ପତ୍ନୀ ବର୍ଷା,ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ

କଟକ: ଓଡିଆ ସିନେଜଗତର ଲୋକପ୍ରିୟ ଯୋଡି ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ମାନ୍ୟବର ଏସ୍‌ଡିଜେଏମ୍ କଟକ ସଦରଙ୍କ ଅଦାଲତରେ ନିଜର ଭରଣପୋଷଣ ପାଇଁ ଆବେଦନ କରିଛନ୍ତି ଓଲିଉଡ୍‌ର ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ସାଂସଦ ଅନୁଭବଙ୍କ ପତ୍ନୀ। ସୂଚନାଅନୁଯାୟୀ,ସିଆରଏଏସି ନଂ, ୯୪/୨୦୨୦ରେ ପ୍ରୋଟେସନ୍ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର…

Read More