Ind Vs Eng: ଇଂଲଣ୍ଡ ଇନିଂସ ୮୧ ରନ୍ ରେ ସୀମିତ, ଭାରତକୁ ୪୯ ରନ୍ ର ଟାର୍ଗେଟ
ଅହମ୍ମଦାବାଦ: ଭାରତ (India) ଏବଂ ଇଂଲଣ୍ଡ (England) ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜ (Test Series) ର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ (Narendra Modi Cricket Stadium) ରେ ଖେଳାଯାଉଛି। ମ୍ୟାଚ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ଆସି ପହଞ୍ଚିଛି। ଆଜି ଦିନରାତି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ। ଦ୍ୱିତୀୟ ଇନିଂସରେ ୮୧ ରନ୍ ସ୍କୋର କରିବା ପରେ ଇଂଲଣ୍ଡ ଦଳ ଅଲଆଉଟ୍ ହୋଇଛି। ଭାରତ ଆଗରେ ଜିତିବା ପାଇଁ ଇଂଲଣ୍ଡ…
