Kapil Dev: ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କୁ ହୃଦଘାତ, ଆଇସିୟୁରେ ଭର୍ତ୍ତି
ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିବା ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ (Kapil Dev) ଙ୍କୁ ଶୁକ୍ରବାର ଦିନ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହୃଦଘାତ ହେତୁ ତାଙ୍କୁ ଆଜି ଚହଲାର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଫୋର୍ଟିସ୍ ହସ୍ପିଟାଲ୍ ଅପଡେଟ୍ ବୁଲେଟିନ୍ ରେ କହିଛି ଯେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କପିଲ ଦେବ ହୃଦଘାତ ପରେ ଅକ୍ଟୋବର ୨୩ ତାରିଖ ଦିନ ଚହଲା ରୋଡରେ ଥିବା ଫୋର୍ଟିସ୍ ଏସକର୍ଟ ହାର୍ଟସ…
