Home » Crude oil price
Ranendra-Pratap-Swain

Edible Oil Price: ଖାଇବା ତେଲର କୃତ୍ରିମ ଅଭାବ ଓ କଳାବଜାରି ରୋକିବା ପାଇଁ ଅଧିକାରୀଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୂବନେଶ୍ଵର: Edible Oil Price in Odisha ସାମ୍ପ୍ରତିକ ଋଷିଆ ଓ ୟୁକ୍ରେନ୍‍ ଯୁଦ୍ଧ ପରିସ୍ଥିତିରେ ଖାଇବା ତେଲର ଦର ବୃଦ୍ଧିକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (Ranendra Pratap Swain) ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‍ ରେ ଲେଖିଛନ୍ତି, ଖାଇବା ତେଲର କୃତ୍ରିମ ସଙ୍କଟ ଓ କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ…

Read More
Bus_Fare

Bus Fare:ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା

ଭୁବନେଶ୍ଵର: ତୈଳଦର ବୃଦ୍ଧି କୁ ନେଇ ରାଜ୍ୟରେ ବସ ଭଡ଼ା (Bus Fare) ପୁଣି ଥରେ ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି। କିନ୍ତୁ ଲଗାତାର ଭାବେ ରାଜ୍ୟରେ ବସ ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ବର୍ତ୍ତମାନ ଅର୍ଡିନାରୀ ଓ…

Read More
Union minister D pradhan

Petrol Price: ଧୀରେ ଧୀରେ ତେଲ ଦର କମିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ (Petroleum & Natural Gas) ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି, ତୈଳ ଦର ବୃଦ୍ଧି ସାମୟିକ ଏବଂ ବିଶ୍ୱ ବଜାରରେ ଉତ୍ପାଦନ ହ୍ରାସ ପାଉଥିବାରୁ ମୂଲ୍ୟ ବୃଦ୍ଧି ଘଟୁଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ସ୍ଥିତି ଅନୁସାରେ କରୋନା ସମୟରେ ଚାହିଦା ଓ ଯୋଗାଣ ପ୍ରଭାବିତହୋଇଛି। ତେବେ ଧୀରେ ଧୀରେ ତେଲ ଦର କମିବ। ପେଟ୍ରୋଲିୟମ୍‍ ଉତ୍ପାଦକୁ ଜିଏସ୍‍ଟି (GST) ପରିସରଭୁକ୍ତ କରାଯିବା ନେଇ ଯୋଜନା ଚାଲିଛି।…

Read More