Home » Petrol Price: ଧୀରେ ଧୀରେ ତେଲ ଦର କମିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Petrol Price: ଧୀରେ ଧୀରେ ତେଲ ଦର କମିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Union minister D pradhan
Share this:

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ (Petroleum & Natural Gas) ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି, ତୈଳ ଦର ବୃଦ୍ଧି ସାମୟିକ ଏବଂ ବିଶ୍ୱ ବଜାରରେ ଉତ୍ପାଦନ ହ୍ରାସ ପାଉଥିବାରୁ ମୂଲ୍ୟ ବୃଦ୍ଧି ଘଟୁଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ସ୍ଥିତି ଅନୁସାରେ କରୋନା ସମୟରେ ଚାହିଦା ଓ ଯୋଗାଣ ପ୍ରଭାବିତହୋଇଛି। ତେବେ ଧୀରେ ଧୀରେ ତେଲ ଦର କମିବ। ପେଟ୍ରୋଲିୟମ୍‍ ଉତ୍ପାଦକୁ ଜିଏସ୍‍ଟି (GST) ପରିସରଭୁକ୍ତ କରାଯିବା ନେଇ ଯୋଜନା ଚାଲିଛି। ଏଥିରୁ ଗ୍ରାହକଙ୍କୁ ଫାଇଦା ମିଳିବ। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜିଏସ୍‍ଟି କାଉନ୍‍ସିଲ୍‍କୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତ।

Also Read |School Reopens: ବର୍ତ୍ତମାନ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

[amazon_auto_links id=”9939″]

Share this: