Home » cuttack » Page 3

ରାଜ୍ୟ ରେ ଆଜି ପୁଣି ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ଵର : (ମହିମା ଲାଇଭ )ରାଜ୍ୟରେ ଆଜି  ଆଉ ୧୪୦୯ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୪  ହଜାର ୪୮୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ  ୨୫୮, ଖୋର୍ଦ୍ଧାରୁ ୨୧୮ ଜଣ,ରାୟଗଡା ରୁ ୧୨୮ ଜଣ,ସୁନ୍ଦରଗଡରୁ ୧୨୨ ଜଣ,ପୁରୀରୁ ୧୨୧ ,…

Read More

ଜୁଲାଇ ୨୯ରେ ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ;ଅଗଷ୍ଟରେ +୨ ରେଜଲ୍ଟ

ଭୁବନେଶ୍ଵର: ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ।  ଏ ନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ବୋର୍ଡ  ୱେବସାଇଟ  ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍‌ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ।   ଏଥିସହିତ ଶ୍ରୀ ଦାଶ କହିଛନ୍ତି ଯେ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଯୁକ୍ତ ଦୁଇ…

Read More

ଆଜିଠାରୁ ୪ ଜିଲ୍ଲା ଓ ରାଉରକେଲା ୧୪ ଦିନ ପାଇଁ ଲକଡାଉନ୍, ଅତ୍ୟାବଶ୍ୟକୀୟ ସେବା ଲକଡାଉନ ରୁ ବାଦ

ଭୁବନେଶ୍ୱର: କରୋନା ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ବହୁଳ ସଂକ୍ରମଣ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ରେ  ରାଜ୍ୟବାସୀଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି। ମୁଖ୍ୟଶାସନ ସଚିବଙ୍କ ଘୋଷଣା ଅନୁସାରେ  ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ଆସନ୍ତା ୧୪ ଦିନ ଯାଏଁ  ଲକଡାଉନ୍ ‌ରଖାଯିବ। ସେହିପରି  ସୁନ୍ଦରଗଡ଼ ଜିଲ୍ଲାର ସଂକ୍ରମିତ ରାଉରକେଲା…

Read More

ରାଜ୍ୟ ରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୧୨କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ଦଶ ହଜାର ରୁ ଅଧିକ

ରାଜ୍ୟରେ ଆଜି  ଆଉ ୬୧୨  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୪୭୬ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୭୦ ଜଣ , ସୁନ୍ଦରଗଡ଼ ରୁ ୮୪ ଜଣ, କେଉଁଝର ରୁ ୪୮,ଗଜପତି ରୁ ୩୫, ବାଲେଶ୍ଵର ରୁ ୩୧ , ଜଣ,…

Read More
chief minister of odisha

କୋଭିଡ୍‌ ରୋଗୀଙ୍କ ସୁବିଧା, କୋବିଡ଼ ଭିଡ୍‌ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗରୁତ୍ଵ ସହିତ ୫ ଜିଲ୍ଲା କୁ ଫୋକସ୍

ଭୁବନେଶ୍ଵର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି।  କେଭିଡ୍‌ ରୋଗୀଙ୍କ ସୁବିଧା, କେଭିଡ୍‌ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ଵାରୋପ କରିଛନ୍ତି। ଏହା ସହିତ ରାଜ୍ୟର ୫ଟି ଫୋକସ୍ ଜିଲ୍ଲା ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ଠାରୁ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ କରିବା ଲାଗି ନିଷ୍ପତ୍ତି…

Read More

କଟକରୁ ଉଠିଲା ସଟଡାଉନ୍ କିନ୍ତୁ କଡ଼ା କଟକଣା; ସକାଳ ୫ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ଖୋଲା

କଟକ: ଆଜି ଠାରୁ କଟକ ରେ ସଟଡାଉନ କୁ ଉଠା ଯାଇଛି। ଆଜି ଠାରୁ ପୁଣି ଖୋଲିବ ସହରର ସମସ୍ତ ଦେକାନ। କିନ୍ତୁ ପୂର୍ବ ଅପେକ୍ଷା କଟକଣା ଅଧିକ। ସୁଚନାଯୋଗ୍ୟ ପୂର୍ବରୁ ସକାଳ ୫ଟାରୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା ଓ ରାତ୍ରିକାଳିନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହୁଥିଲା। ଆଜି ଠାରୁ ଆରମ୍ଭ ହେବାକୁ ଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ମୁତାବକ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ…

Read More

ସାଲେପୁର ବିଧାୟକ କରୋନା ରେ ସଂକ୍ରମିତ

କଟକ: ପୁଣିଜଣେ ରାଜ୍ୟର ବିଧାୟକ କରୋନା ରେ ଆକ୍ରାନ୍ତ। ସାଲେପୁର ଶାସକ ଦଳର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପିଏସ୍‌ଓ ଓ ଡ୍ରାଇଭର୍‌ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ସମୟରେ  ମନ୍ତ୍ରୀ, ପଦସ୍ଥ ସରକାରୀ ଅଧିକାରୀ, କଟକ, ସାଲେପୁର ଅଂଚଳର କିଛି  କର୍ମୀ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ବିଧାୟକଙ୍କ ପିଏସ୍‌ଓ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ତାଙ୍କ ଘର ନିଶ୍ଚିନ୍ତକୋଇଲି ଅଂଚଳରେ ଅବସ୍ଥିତ। ଏଥିସହିତ ବିଧାୟକ ଙ୍କ ଡ୍ରାଇଭର୍‌ ମଧ୍ୟ…

Read More

ରାଜ୍ୟରେ ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୪୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୪ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୬୬  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଯାଜପୁର  ଜିଲ୍ଲାରେ ୫୭   ଓ ବରଗଡ଼  ରେ ୩୩…

Read More

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୩ ଜଣ ଆକ୍ରାନ୍ତ

କଟକ ଜିଲ୍ଲାରୁ ସର୍ବାଧିକ ୪୩ ଜଣ ସୁସ୍ଥ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଙ୍କ  ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୩ ଜଣ ଙ୍କ ସହିତ ମୋଟ ୧୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ ଜଗତ୍‌ସିଂହପୁର ରୁ ୨୧ ଜଣ, କନ୍ଧମାଳ ରୁ ୧୮ ଜଣ, ଖୋର୍ଦ୍ଧା ରୁ ୧୨ ଜଣ, ଭଦ୍ରକ ରୁ ୧୧ ଜଣ, ଗଜପତି ରୁ ୯ ଜଣ, କଳାହାଣ୍ଡି…

Read More

ରାଜ୍ୟରେ ଆଜି ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟ ରେ ପୁଣି  ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ସର୍ବାଧିକ୯୨ ଜଣ ଆକ୍ରାନ୍ତ କଟକ ରେ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମ ରେ ୨୦ ଜଣ, ଖୋର୍ଦ୍ଧା ରେ ୧୯ ଜଣ, ବାଲେଶ୍ୱର ରେ ୨ ଜଣ,କେନ୍ଦ୍ରାପଡ଼ା ରେ ୪ ଜଣ,ଭଦ୍ରକ ରେ ୫ ଜଣ, ପୁରୀ ରେ ୧୫ ଜଣ,ଜଗତସିଂହପୁର ରେ ୧୩ ଜଣ,ବଲାଙ୍ଗିର…

Read More