Home » Dhenkanal covid-19

ଢେଙ୍କାନାଳ ଜିଲ୍ଲାରେ ଆଜି ୪୩ ଜଣ କରୋନା ପଜିଟିଭ ଚିହ୍ନଟ

ଢେଙ୍କାନାଳ :(ମହିମାଲାଇଭ) ଆଜି ଢେଙ୍କାନାଳ ଜିଲ୍ଲାରେ ୪୩ ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକ ରୁ ୪୦ ଜଣ, ଭୁବନ ବ୍ଲକ ରୁ ଜଣେ,କାମାକ୍ଷାନଗର ବ୍ଲକ ରୁ ଜଣେ ଏବଂ କାମାକ୍ଷାନଗର ଏନଏସିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଁଦିଆ ବ୍ଲକର ଷଡଙ୍ଗୀ ରୁ ୯ ଜଣ ,କଲୁଣିଗୋଡ଼ାରୁ ୮ ଜଣ ,ଝରଦାରୁ ୭ ଜଣ,ପିଂଗୁଆ ରୁ ୬ ଜଣ,ମନ୍ଦାରରୁ ୮ ଜଣ ଏବଂ ଖଣ୍ଡବନ୍ଧ ରୁ ୨ ଜଣ…

Read More

ଢେଙ୍କାନାଳରୁ ଆଜି ୯୨ଜଣ କରୋନା ପଜିଟିଭ ଚିହ୍ନଟ

ଢେଙ୍କାନାଳ: ଆଜି ଢେଙ୍କାନାଳରୁ ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନକ ମଧ୍ୟରୁ ଗଁଦିଆ ବ୍ଲକ ରୁ ୮୪ ଜଣ ,ଭୁବନ ଏନଏସି ରୁ ୩ ଜଣ ,ଭୁବନ ବ୍ଲକ ରୁ ଜଣେ ,ସଦର ବ୍ଲକ ରୁ ୨ ଜଣ ,ଢେଙ୍କାନାଳ ପୌରାଞ୍ଚଳ ରୁ ଜଣେ ଏବ ଢେଙ୍କାନାଳ ଜିଲ୍ଲାରେ ରହୁଥିବା କଟକ ଆଠଗଡ ବ୍ଲକ ରୁ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକ ର ପିଂଗୁଆ ,ନିହଲପ୍ରସାଦ ,ଦେଓଗାଁ…

Read More
angul report

ଆଜି ଚିହ୍ନଟ ହେଲେ ୧୪୯୯ କରୋନା ପଜିଟିଭ, ପ୍ରଥମଥର ଢେଙ୍କାନାଳରୁ ୯୨ ଜଣ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୪୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୯୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୮୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୯ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୩୬୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ…

Read More
angul covid19

ରାଜ୍ୟ ରେ ଆଜି ସୁସ୍ଥ ହେଲେ ୫୮୧ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୫୮୧ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୭ ହଜାର ୩୭୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୬୦ ଜଣ,ଗଜପତି ରୁ ୪୩ ଜଣ ,ରାୟଗଡା ରୁ ୧୨, ବରଗଡ଼ ରୁ ୨୫ ଜଣ, ଖୋର୍ଦ୍ଧା ରୁ…

Read More

ଢେଙ୍କାନାଳ ଜିଲ୍ଲାରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ,ସମୁଦାୟ ୧୪୨ଆକ୍ରାନ୍ତ ଏବଂ ୯୩ ଜଣ ସୁସ୍ଥ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରୁ ସମୁଦାୟ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକର ନିହଲପ୍ରସାଦ ସଂଗରୋଧ କେନ୍ଦ୍ର ରୁ ୨ ଜଣ ମନ୍ଦାର ସଂଗରୋଧ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଥିବାବେଳେ ଲେଥେକା ଗ୍ରାମରୁ ହୋମ୍ କ୍ୱାରାଣ୍ଟାଇନ୍‌ ରୁ ୬ ଜଣ ଏବଂ ପିଂଗୁଆ ରେ ହୋମ୍ କ୍ୱାରାଣ୍ଟାଇନ୍‌ ରେ ଥିବା ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ର ରେ ଥିବା ଜଣେ ବ୍ୟକ୍ତି ମହାରାଷ୍ଟ୍ର ରୁ,ଜଣେ ଆନ୍ଧ୍ରପ୍ରଦେଶ…

Read More