Home » Dhenkanal News Updates
odisha rain

Odisha Weather Monsoon Report: ଆସନ୍ତା ୩ଦିନ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ଵର (ବ୍ୟୁରୋ): Odisha Weather Monsoon Report ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ୩ଦିନ ଯାଏଁ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡା, ଯାଜପୁର,…

Read More
mahashivaratri 2022

Maha Shivratri Live: ଆଜି ହେଉଛି ମହାଶିବରାତ୍ରୀ, କୋଭିଡ କଟକଣା ମଧ୍ୟରେ ଜାଗର ହେବ ପାଳିତ

ଢେଙ୍କାନାଳ: Maha Shivratri Live ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ମହାଶିବରାତ୍ରୀ ତଥା ଜାଗର ଉତ୍ସବ ପାଳିତ ହେଉଛି। ବିଭିନ୍ନ ଶୈବପୀଠଗୁଡିକ ପୁଷ୍ପରେ ସୁସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଆଜି ବଡିଭୋରୁ ଧାଡିରେ ଯାଇ ଶିବ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ବିଳମ୍ବିତରାତିରେ ଉଠିବାକୁ ଥିବା ମହାଦୀପ ଦର୍ଶନ କରିବା ପାଇଁ ର ସହ ଭକ୍ତମାନେ ଅପେକ୍ଷା କରି ରହିଛନ୍ତି। ସୂଚନା ଅନୁସାରେ…

Read More