Home » DIGITAL MEDIA
facebook-google

Online News Media ଆଉ ପ୍ରଚାର କରିପାରିବେନି ମିଛ ଓ ଗୁଜବ ଖବର, Facebook ଏବଂ Google ରେ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media Platform)ଏବଂ ଭାରତ ସରକାର (Governtment of India ) ଙ୍କ ମଧ୍ୟରେ ନୂତନ ଆଇଟି ନିୟମ (New IT Law) କୁ ନେଇ ବିବାଦ ଲାଗି ରହିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟି ମଙ୍ଗଳବାର ଏକ ବୈଠକ ଡାକିଥିଲେ। ଏହି ବୈଠକରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗୁଗୁଲ (Google) ଏବଂ ଫେସବୁକ (Facebook) ର ଅଧିକାରକୁ ଭାରତର ଆଇଟି ନିୟମ ପାଳନ କରିବାକୁ ନିର୍ଦ୍ଦେଶ…

Read More
twitter-it

Twitter କୁ ସରକାରଙ୍କ ଶେଷ କଡ଼ା ଚେତାବନୀ, ନୂତନ ନିୟମ ମାନ ନଚେତ୍…

ନୂଆଦିଲ୍ଲୀ: ଭାରତରେ ଟ୍ୱିଟର (Twitter) ର ଅସୁବିଧା ଦିନକୁ ଦିନ ବଢୁଥିବା ଜଣାପଡିଛି। ବର୍ତ୍ତମାନ କେନ୍ଦ୍ର ସରକାର (Central Government) ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି। ଶନିବାର ଦିନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (Ministry of Electronics and Information Technology) ଟ୍ୱିଟରକୁ ନୋଟିସ ପଠାଇଛି। ସରକାର କହିଛନ୍ତି ଯେ ନୂତନ ଆଇଟି ନିୟମ ଗ୍ରହଣ ଏବଂ କାର୍ଯ୍ୟକାରୀ କର, ନଚେତ୍ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହ। କେନ୍ଦ୍ର ସରକାର କହିଛନ୍ତି…

Read More
prakash javdekar

Covid-19 ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା, ପରିବାର ପାଇବେ ପାଞ୍ଚ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ (Information and Broadcasting) ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର (Prakash Javadekar) ଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ (Covid-19) ରେ ପ୍ରାଣ ହରାଇଥିବା ସାମ୍ବାଦିକ (Journalist) ମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯୋଜନା କରିଛନ୍ତି।  ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ…

Read More
whatsapp-calling

ସୀମା ମଧ୍ୟରେ ରହିବାକୁ WhatsApp କୁ କେନ୍ଦ୍ରସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ:ହ୍ଵାଟସ୍ ଆପ୍ (WhatsApp) ଏବଂ ଭାରତ ସରକାର (Govt. Of India) ନୂଆ ଆଇଟି ନିୟମ (New IT Law) କୁ ନେଇ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ (Delhi High court) ରେ ନୂତନ ଆଇଟି ନିୟମ ସମ୍ପର୍କରେ ହ୍ଵାଟସ୍ ଆପ୍ ଭାରତ ସରକାରଙ୍କ ବିରୋଧରେ ଏକ ମାମଲା ଦାୟର କରିଛି ଯେଉଁଥିରେ କମ୍ପାନୀ ଆଜିଠାରୁ ଲାଗୁ ହେବାକୁ ଥିବା ନୂତନ ଆଇଟି ନିୟମକୁ ବନ୍ଦ କରିବାକୁ ଚେଷ୍ଟା କରିଛି। ହ୍ଵାଟସ୍ ଆପ୍ ବନାମ ଭାରତ…

Read More
mahimalive-tv

ଓଡ଼ିଶା ମିଡ଼ିଆ ପାଇଁ ଆସୁଛି ସୁବର୍ଣ୍ଣ ଯୁଗ! ଓଡିଆ ଗଣମାଧ୍ୟମରେ ପାଦ ଦେବେ ଜାତୀୟସ୍ତରର News Channel

ଭୂବନେଶ୍ଵର: ଓଡ଼ିଶା ଗଣମାଧ୍ୟମ (Odisha Media) ପାଇଁ ନିଶ୍ଚିତ ଖୁସି ଖବର ହୋଇପାରେ। ଜାତୀୟ ସ୍ତରର ପ୍ରତିଷ୍ଠିତ ଥିବା ମିଡ଼ିଆ ହାଉସ ବର୍ତ୍ତମାନ ଓଡ଼ିଶା ଉପରେ ଆଖି ପକେଇଛନ୍ତି। ଆଗାମୀ ଦିନରେ ଓଡିଆ ଦର୍ଶକ ଆହୁରି ଓଡିଆ ନ୍ୟୁଜ୍ (News Channel) ଏବଂ ମନୋରଞ୍ଜନ ଚ୍ୟାନେଲ (Entertainment) ଦେଖିବାର ସୁଯୋଗ ପାଇବେ ତାହା ପୁଣି ଜାତୀୟ ସ୍ତରର। କେବଳ କରୋନା ମହାମାରୀ ଲକଡାଉନ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ଟିକେ ଧିମେଇ ଯାଇଛି।   ସୂଚନା ଅନୁସାରେ ବ୍ରଡକାଷ୍ଟ…

Read More
digital-media

Digital Media Guidelines: Content ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ କୌଣସି ନୂଆ ବ୍ୟବସ୍ଥା କରାଯାଇ ନାହିଁ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (Information Technology)(ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ ର ଭାଗ ୩ ର ନିୟମ ୧୬ ସଂକ୍ରାନ୍ତରେ କେତେକ ଭୁଲ ଧାରଣା ସୃଷ୍ଟି କରାଯାଇଛି। କୁହାଯାଉଛି ଯେ, ଜରୁରିକାଳୀନ ସ୍ଥିତିରେ ଡିଜିଟାଲ ମିଡିଆରେ ପ୍ରସାରିତ କେତେକ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲାଗୁ କରିବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ନିର୍ଦ୍ଦେଶ ଜାରି କରିପାରିବେ। ମାତ୍ର ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଯେ ଏହା କୌଣସି…

Read More

ରାଜ୍ୟରେ ରେକର୍ଡ ସଂଖ୍ୟକ ନୂଆ ୭୧୮ କରୋନା ପଜିଟିଭ ଚିହ୍ନଟ,ଗଞ୍ଜାମ ରୁ ସର୍ବାଧିକ

ରାଜ୍ୟରେ ଆଜି  ୭୧୮  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୭୯  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୩୯  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୪  ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୩୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ  ଜିଲାରେ ୧୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

Read More

ରାଜ୍ୟ ରେ ସୁସ୍ଥ ହେଲେ ୩୯୦ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୭୫୦କୁ ବୃଦ୍ଧି

ରାଜ୍ୟରେ ଆଜି  ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮,୭୫୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୦୬  ଜଣ , କଟକ ରୁ ୭୧ ଜଣ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ରୁ ୩୮ ଜଣ, ଯାଜପୁର ରୁ ୨୫ ଜଣ…

Read More

ରାଜ୍ୟରେ ପୁଣି ୫୨୭କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୨୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୬ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୧୫ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ସୁନ୍ଦରଗଡ଼ ଜିଲାରେ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେହି…

Read More

ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ମଧ୍ୟରେ ଏକ ଆର୍ଥିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।  ବିଶ୍ୱବ୍ୟାଙ୍କ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଜରୁରୀକାଳୀନ ସହାୟତା କାର୍ଯ୍ୟକ୍ରମ ବାବଦରେ ୭୫୦ନିୟୁତ ଡଲାର ଯୋଗଇଦେବ । କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଉଦ୍ୟୋଗକୁ ଅର୍ଥ ଯୋଗାଣ ବୃଦ୍ଧି କରିବାରେ ଏହି ଅର୍ଥ ବ୍ୟୟ ହେବ। ପାଞ୍ଚ ବର୍ଷର କୋହଳ ସମୟ ସମେତ ମୋଟ ୧୯ବର୍ଷରେ ଭାରତକୁ କୋହଳ ହାରରେ ଏହି ଋଣ ପରିଶୋଧ କରିବାକୁ…

Read More