Home » digital payments
Online_Apply

OSSSC RI Recruitment:ଓଡ଼ିଶାରେ ୫୮୬ RI ପୋଷ୍ଟ ପାଇଁ ଆଜିଠାରୁ online apply ଆରମ୍ଭ

ଭୁବନେଶ୍ଵର: କରୋନା (Corona) କାଳରେ ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସିଖବର। ଚୁକ୍ତିଭିତ୍ତିକରେ (Contractual Basis) ରାଜସ୍ୱ ଇନ୍ସପେକ୍ଟର (Revenue Inspector-RI) ପଦବୀ ପାଇଁ ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (Odisha Sub-ordinate Staff Selection Commission-OSSSC) ୫୮୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଚାକିରି ପାଇଁ ଆଗ୍ରହୀ ଅଟନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି  ସେମାନେ ବିଜ୍ଞପ୍ତି ଅନୁସାରେ Online ଆବେଦନ କରିପାରିବେ। Post Name : Revenue…

Read More
electricity bill-Odisha

Odisha electricity unit price: ଓଡ଼ିଶା ସରକାର ବୃଦ୍ଧି କଲେ ବିଦ୍ୟୁତ୍‍ ଦର, ଏପ୍ରିଲ୍‍ ୪ରୁ ନୂଆ ଦର ଲାଗୁ

ଭୁବନେଶ୍ଵର: ରାଜ୍ୟରେ ପୁଣି ଥରେ ବିଦ୍ୟୁତ୍‍ ଦର ବୃଦ୍ଧି ପାଇଛି। ଏପ୍ରିଲ୍‍ ୪ରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (Odisha Electricity Regulating Commissioner) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନୂଆ ଦର ଅନୁଯାୟୀ କିଲୋ ୱାଟ୍‍ (Kilo Watt) ପିଚ୍ଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି। ସୂଚନାଅନୁସାରେ ଏଣିକି ପ୍ରଥମ ୫୦ ୟୁନିଟ୍‍ (Unit) ପାଇଁ ୟୁନିଟ୍‍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫୧ ରୁ…

Read More
fraud

RBIର ଚେତାବନୀ! ଏହି ଆପଗୁଡ଼ିକରୁ ଋଣ ନେବା ମହଙ୍ଗା ହୋଇପାରେ

ନୂଆଦିଲ୍ଲୀ: ଦିନକୁ ଦିନ ନୂଆ ନୂଆ ମୋବାଇଲ ଆପ (Mobile App) ଆସୁଛି। ଡିଜିଟାଲ ପ୍ଲାଟଫର୍ମ (Digital Platform) ର ଆଗମନ ସହିତ ଦେଶରେ ଠକେଇ ବୃଦ୍ଧି ପାଉଛି। ଅନେକ ନକଲି କମ୍ପାନୀ ଆପ୍ ପ୍ରସ୍ତୁତ କରୁଛନ୍ତି ଯାହା ମାଧ୍ୟମରେ ସେମାନେ ଲୋକଙ୍କୁ ସହଜରେ ଋଣ (loans) ପ୍ରଦାନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସମସ୍ତ ଗ୍ରାହକଙ୍କୁ ସତର୍କ କରାଇଛି। ଗତ ବୁଧବାର ଦିନ ଆରବିଆଇ କହିଛି ଯେ ଏଭଳି…

Read More
rupay card pos

ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: ଆଜିକାଲି ୟୁପିଆଇର ବ୍ୟବହାର ବହୁତ ବଢିଛି। ବିଶେଷ କରି  ବର୍ତ୍ତମାନ କରୋନା କାଳରେ ଏହାର ବହୁତ ବ୍ୟବହାର ଲୋକେ କରିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ରବିବାର ଦିନ ବ୍ୟାଙ୍କ ଉପରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୟୁପିଆଇ ଦେୟ ( Payment )ରେ ଚାର୍ଜ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ଯଦି ଜାନୁଆରୀ ୨ ପରେ ୟୁପିଇ ପେମେଣ୍ଟ ଉପରେ କୌଣସି ଚାର୍ଜ ବ୍ୟାଙ୍କ ନେଇଥାଏ  ତେବେ ଏହାକୁ ଗ୍ରାହକଙ୍କୁ ବ୍ୟାଙ୍କ…

Read More

ଜାତୀୟ ରାଜପଥ ଟୋଲ ଫି ପ୍ଲାଜାରେ ୨୪ ଘଣ୍ଟାମଧ୍ୟରେ ଫେରିଲେ ରିହାତି ମିଳିବ, ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜା ( Toll fee )ଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ( Fast Tag )ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ ରିହାତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ପ୍ରକାଶିତ ଏକ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି…

Read More