High Court : ହାଇକୋର୍ଟର ଆସନ୍ତା କାଲିଠାରୁ ପୂଜା ଛୁଟି
କଟକ: ଓଡ଼ିଶା ହାଇକୋର୍ଟ (High Court) ର ଦୁର୍ଗାପୂଜା ଅବକାଶ ଆସନ୍ତାକାଲିଠାରୁ ଆରମ୍ଭହେବାକୁ ଯାଉଛି। ତେବେ ଏହି ଅବକାଶ ସମୟରେ ୨୮ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରିବେ। ଜଷ୍ଟିସ୍ ଏସ୍.କେ.ମିଶ୍ର ଓ ଜଷ୍ଟିସ୍ ବି.ପି. ରାଉତରାୟ, ଡିଭିଜନ ବେଞ୍ଚରେ ମାମଲା ଶୁଣାଣି ହେବ। ସେହିପରି ଜଷ୍ଟିସ୍ ଏସ୍.କେ. ସାହୁ ଓ ଜଷ୍ଟିସ୍ କେ.ଆର୍ ମହାପାତ୍ର ଜଣିକିଆ ଖଣ୍ଡପୀଠରେ ମଧ୍ୟ ସେହିଦିନ ଜରୁରୀ ମାମଲା ଗୁଡ଼ିକର ଶୁଣାଣି ହେବ ବୋଲି ହାଇକୋର୍ଟ…
