Home » Diwali
solar eclipse 2022

Solar Eclipse 2022 Odisha: ସୋମବାର ପାଳିତ ହେବ ଦୀପାବଳି,ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି, ରାଜ୍ୟ ସରକାରଙ୍କ ଛୁଟି ଘୋଷଣା

ଭୁବନେଶ୍ଵର: Solar Eclipse 2022 Odisha ଓଡ଼ିଶାରେ ଆସନ୍ତା କାଲି ସୋମବାର ଦୀପାବଳି (Diwali) ଅମାବାସ୍ୟା ପାଳନ କରାଯିବ। ସେହିପରି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଆସନ୍ତା କାଲି ଦୀପାବଳି ଅମାବାସ୍ୟା ନୀତି ପାଳନ କରାଯିବ। ଏଥିସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠିଜଳନ, କାଳୀପୂଜା ଓ ଦୀପଦାନ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୨୫ ଅକ୍ଟୋବର ମଙ୍ଗଳବାର ଦିନ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ (Solar Eclipse) ପଡୁଥିବାରୁ ଶ୍ରୀମନ୍ଦିରରେ ଆସନ୍ତାକାଲି ଏହି ନୀତି ପାଳିତ ହେବ। ଶ୍ରୀମନ୍ଦିର ସମ୍ମୁଖ…

Read More
Modi_jawans_diwali

PM Modi: ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ମାରୁଛି: ପ୍ରଧାନମନ୍ତ୍ରୀ ମୋଦୀ

ଲୋଙ୍ଗେୱାଲା ପୋଷ୍ଟ: ସେନାବାହିନୀ ଯବାନଙ୍କ ସହିତ ଦୀପାବଳି ପାଳନ (Diwali Celebration) କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ଭାରତୀୟ ସୀମାର ଲୋଙ୍ଗେୱାଲା ପୋଷ୍ଟ (Longewala Post) ରେ ଯବାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯେ ବରଫ ଆଚ୍ଛାଦିତ ପର୍ବତ କିମ୍ବା ମରୁଭୂମିରେ ସେନାବାହିନୀର ଯବାନଙ୍କ ସହିତ ନଥିଲେ ତାଙ୍କର ଦୀପାବଳି ସମ୍ପୂର୍ଣ୍ଣ ହୋଇନଥାଏ। ସୀମାରେ ସେ ସେନାବାହିନୀର ଯବାନମାନଙ୍କୁ…

Read More
diwali

Diwali: ବିନ୍ଦୁସାଗରରେ ଏବର୍ଷ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ନିଷେଧ; ସାକ୍ଷୀଗୋପାଳରେ ଅଁଳା ନବମୀ ଦର୍ଶନକୁ ବନ୍ଦ

ଭୁବନେଶ୍ଵର:  ଆସନ୍ତା କାଲି ଦୀପାବଳି (Diwali) ଅମାବାସ୍ୟା ଅବସରରେ ପୁରୀ ଶ୍ରୀମନ୍ଦିର (Puri Srimandir) ସମ୍ମୁଖ ସିଂହଦ୍ୱାର ନିକଟରେ କାଉଁରିଆ କାଠି ଜଳାଇ ବଡ଼ବଡ଼ିଆ ଡାକିବା ନିମନ୍ତେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ପରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ପୟା ଶ୍ରାଦ୍ଧ ଦେବା ପରେ ସିଂହଦ୍ୱାରା ସମ୍ମୁଖସ୍ଥ ବଡ଼ଦାଣ୍ଡରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥାନ୍ତି। ଧୂଆଁଯୋଗୁଁ ବାୟୁ ପ୍ରଦୁଷଣ ଏବଂ ଚଳିତ ଶୀତ ଋତୁରେ କରୋନା (Corona) ସଂକ୍ରମଣ ଅଧିକ…

Read More
ngt

NGT: ପ୍ରଦୂଷଣକୁ ନେଇ ୧୮ଟି ରାଜ୍ୟକୁ NGT ର ନୋଟିସ

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏନଜିଟି (National Green Tribunal-NGT) ମଧ୍ୟ କଡାକଡି ହୋଇଛି। ଏନଜିଟି ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଣ ଜଳିବା କାରଣରୁ ପ୍ରଦୂଷଣ ମାମଲାର ଶୁଣାଣି ପରିସରକୁ ବୃଦ୍ଧି କରିଛି। ବାଣ ଜଳିବା ଦ୍ୱାରା ପ୍ରଦୂଷଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଏଗୁଡ଼ିକ ହେଉଛି ସେଇ ରାଜ୍ୟ ଯେଉଁଠାରେ ବାୟୁ ଗୁଣବତ୍ତା ଖରାପ ଅଛି। ପ୍ରଦୂଷଣ ମାମଲାର ଶୁଣାଣି…

Read More
ashokgehlot

Rajasthan: ରାଜସ୍ଥାନରେ ବାଣ ବିକ୍ରୟ କଲେ ୧୦ ହଜାର ଏବଂ ଫୁଟାଇଲେ ୨ ହଜାର ଟଙ୍କା ଜୋରିମାନା, ଡିସେମ୍ବର ୩୧ ପର୍ଯ୍ୟନ୍ତ ଲାଗୁ

ଜୟପୁର: ଦେଶରେ ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ (Rajasthan) ରେ ବାଣ ବିକ୍ରୟ ପାଇଁ ୧୦ ହଜାର ଜରିମାନା ଏବଂ ଫୁଟାଇବା ଉପରେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। କରୋନା (Corona Virus) ବୃଦ୍ଧିର କାରଣରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନର ଅଶୋକ ଗେହଲୋଟ୍(Ashok Gehlot) ସରକାର ଦୀପାବଳି ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯେ ରାଜ୍ୟରେ ବାଣ ବିକ୍ରୟ ଏବଂ ଫୁଟାଇବେ ସେମାନଙ୍କ ଉପରେ ରାଜ୍ୟ ସରକାର ଜୋରିମାନା…

Read More
madurai_cracker- fire

Madurai Fire Cracker: ମଦୁରାଇ ବାଣ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ; ୫ ମୃତ,ଉଦ୍ଧାର କାର୍ଯ୍ୟ ଜାରି

ମଦୁରାଇ: ଶୁକ୍ରବାର ତାମିଲନାଡୁର ମଦୁରାଇ (Madurai) ରେ ଏକ ବଡ଼ ଦୁର୍ଘଟଣା ଘଟିଛି। କାଲୁପାଟ୍ଟି ଅଞ୍ଚଳରେ ଥିବା ଏକ ଆତସବାଜି (Fire Cracker) କାରଖାନାରେ  ନିଆଁ ଲାଗି ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ମଦୁରାଇ ପୋଲିସ ଏହି ସୂଚନା ଦେଇଛି। ପ୍ରାଥମିକ ଅନୁସନ୍ଧାନରୁ ଉଦ୍ଧୃତ ପୋଲିସ କହିଛି ଯେ ରାସାୟନିକ ପଦାର୍ଥ ମିଶ୍ରଣ କରୁଥିବା ବେଳେ ଘର୍ଷଣ ଯୋଗୁଁ ନିଆଁ ଲାଗିଯାଇଥିଲା ଏବଂ କାରଖାନା ବିଲ୍ଡିଂରେ ଅନେକ ବିସ୍ଫୋରଣ ଘଟିଥିଲା। ଏହି…

Read More
rajnathsingh-defence

LAC: ଦଶହରାରେ ଚୀନ୍ ସୀମା ପରିଦର୍ଶନ କରିବେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନେକ ପ୍ରକଳ୍ପର ଉଦଘାଟନ କରି ଚୀନ୍‌କୁ ଦେବେ କଡା ଜବାବ

ଲେହ: ପୂର୍ବ ଲଦାଖରେ (Ladakh) ଭାରତ-ଚୀନ୍ ସୀମା ବିବାଦ ଅନେକ ସମୟ ଧରି ଚାଲିଆସୁଛି। ଅନେକ ବୈଠକ ସତ୍ତ୍ୱେ ଉତ୍ତେଜନାପୂର୍ଣ୍ଣ ପରିବେଶ ଶାନ୍ତ ହେଉନାହିଁ ଚୀନ ସହିତ। ଏହି ସମୟରେ ଦଶହରା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defence Minister Rajnath Singh) ଭାରତ-ଚୀନ୍ ସୀମା ପରିଦର୍ଶନ କରିବାକୁ ଯାଉଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସିକ୍କିମ (Sikkim) ପରିଦର୍ଶନ କରିବେ ଏବଂ ପିପୁଲ୍ସ ଲିବରେସନ୍ ଆର୍ମି (PLA) ସମ୍ମୁଖୀନ ହେଉଥିବା ଭାରତୀୟ ସେନା କର୍ମଚାରୀଙ୍କ ମନୋବଳ ବୃଦ୍ଧି…

Read More