Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ
ଓଡ଼ିଶାରେ ବୈଧ ଯାନବୀମା ଯାଞ୍ଚ, ଇ-ଡିଟେକ୍ସନ, ଇ-ଚାଲାଣ, ଫିଟନେସ ଓ ପ୍ରଦୂଷଣ ପ୍ରମାଣପତ୍ର ନେଇ ସରକାରଙ୍କ କଡ଼ା ପଦକ୍ଷେପ
ଓଡ଼ିଶାରେ ବୈଧ ଯାନବୀମା ଯାଞ୍ଚ, ଇ-ଡିଟେକ୍ସନ, ଇ-ଚାଲାଣ, ଫିଟନେସ ଓ ପ୍ରଦୂଷଣ ପ୍ରମାଣପତ୍ର ନେଇ ସରକାରଙ୍କ କଡ଼ା ପଦକ୍ଷେପ
ଭୂବନେଶ୍ଵର: ବର୍ତ୍ତମାନ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ଇ-ଚାଲାଣ (E-Challan) ମାଧ୍ୟମରେ ଜୋରିମାନା ଆଦାୟ କରାଯିବ। ଗତକାଲିଠାରୁ ରାଜ୍ୟରେ ଏହି ନିୟମ ଲାଗୁ କରାଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଏ ସଂକ୍ରାନ୍ତରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଦେଶରେ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ସବୁଆଡ଼େ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କାରୀଙ୍କ ଠାରୁ ଜୋରିଆନା ଆଦାୟ କରାଯାଉଛି। ପ୍ରତ୍ୟକ୍ଷଭାବେ ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା…