Home » ENG VS PAK Test series

ଜେମ୍ସ ଆଣ୍ଡରସନଙ୍କ ବିଶ୍ଵରେକର୍ଡ, ଫାଷ୍ଟ ବୋଲର ଭାବେ ଟେଷ୍ଟରେ ୬୦୦ ୱିକେଟ୍ ହାସଲ

ସାଉଥମ୍ପଟନ : ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ସାଉଥମ୍ପଟନର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚର ଶେଷ ଦିନରେ ଆୟୋଜକ ଇଂଲଣ୍ଡ ଦଳର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ (୬୦୦) ୱିକେଟ୍ ନେଇଥିବା ଜେମ୍ସ ଆଣ୍ଡରସନ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି ଦ୍ରୁତ ବୋଲର ଟେଷ୍ଟ କ୍ରିକେଟରେ ଏତେ ୱିକେଟ୍ ନେଇନାହାଁନ୍ତି। ପାକିସ୍ତାନ…

Read More

ENG v PAK ପ୍ରଥମ ଟେଷ୍ଟ: ଇଂଲଣ୍ଡ ପାକିସ୍ତାନକୁ ତିନି ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଅଗ୍ରଣୀ

ମଞ୍ଚେଷ୍ଟର: କ୍ରିକେଟ ଖେଳରେ କିଛିବି ସମ୍ଭବ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲୁଥିବା ଟେଷ୍ଟ କ୍ରିକେଟ ମ୍ୟାଚ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିବାର ସ୍ୱପ୍ନ ଦେଖୁଥିବା ପାକିସ୍ତାନ ସହିତ। ଘଟିଥିଲା।ଶୁକ୍ରବାର ପର୍ଯ୍ୟନ୍ତ, ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାକିସ୍ତାନର ହାତରେ ଥିଲା। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୨୭୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ଟାର୍ଗେଟକୁ ପଛରେ…

Read More