ଇଂଲଣ୍ଡ ୩ୟ ଟେଷ୍ଟ ବିଜୟ ସହ ୨-୧ ରେ ସିରିଜ୍ ବିଜୟୀ
ମଞ୍ଚେଷ୍ଟର : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (Test series) ର ଶେଷ ମ୍ୟାଚ୍ରେ ଇଂଲଣ୍ଡ ୨୬୯ରନ୍ର ବିଜୟ ହାସଲ କରିଛି। ଏହି ବିଜୟ ସହିତ ସିରିଜକୁ ୨-୧ ରେ ଜିତି ନେଇଛି। ଏହି ମ୍ୟାଚ ର ଆଜି ଖେଳର ୫ମ ଦିନରେ ୱେଷ୍ଟଇଣ୍ଡିଜ୍ ଦଳ କୁ ବିଜୟ ପାଇଁ ୩୯୯ ର ବିରାଟ ଲକ୍ଷ୍ୟ ଆୟୋଜକ ଇଂଲଣ୍ଡଦେଇଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୨୯ ରନ୍ ସଂଗ୍ରହ…
