ଇଂଲଣ୍ଡ ୧୧୩ ରନ ରେ ବିଜୟୀ, ସିରଜ ୧-୧ ରେ
ମଞ୍ଚେଷ୍ଟର: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଇଂଲଣ୍ଡ ବିଜୟୀ ହୋଇଛି। ମଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚ୍ର ୫ମ ଦିନରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଘୋଷଣା କରି ୧୨୯ ସ୍କୋର କରି ୱେଷ୍ଟଇଣ୍ଡିଜ ସମ୍ମୁଖରେ ଜିତିବା ପାଇଁ ୩୧୨ ରନ୍ର ଲକ୍ଷ୍ୟ ସ୍ଥିର କରିଥିଲା। କିନ୍ତୁ ଇଂଲଣ୍ଡ ବୋଲିଂ ର ସାମନା କରି ନପାରି ୱେଷ୍ଟ ଇଣ୍ଡିଜ ୧୯୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ…
