ଜେଇ ମେନ ଓ ନିଟ ୨୦୨୦ ନିର୍ଦ୍ଦିଷ୍ଟ ତାରିଖରେ ପରୀକ୍ଷା ହେବ: ସୁପ୍ରିମକୋର୍ଟ; ଆବେଦନ ଖାରଜ
ନୂଆଦିଲ୍ଲୀ: JEE Main ଓ NEET 2020 ପ୍ରବେଶିକା ପରୀକ୍ଷା ଏବଂ ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଉଭୟ ପରୀକ୍ଷା ପାଇଁ ଧାର୍ଯ୍ୟ ତାରିଖ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ କୋଭିଡ -୧୯ ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦେଖି ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ ଏବଂ ନିଟ୍ ୨୦୨୦ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆବେଦନ କରାଯାଇଥିଲା। ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ…
