Home » faceless income tax appeal schemes
PMMODI2

Cuttack: ଆତଙ୍କରାଜ ଶେଷ ହୋଇ ଦେଶର ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ପାରଦର୍ଶୀ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ଆୟକର ଟିକସ ଆପିଲେଟ ଟ୍ରିବ୍ୟୁନାଲ (Income Tax appellate Tribunal-ITAT) ର କଟକ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ (PM Modi)। ଏହି  ଅବସରରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଆଜି ଟିକସ ଆତଙ୍କବାଦରୁ ଟିକସ ସ୍ୱଚ୍ଛତାରେ ପହଞ୍ଚିଛି। ସରକାରଙ୍କର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ ଆଭିମୁଖ୍ୟ କାରଣରୁ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରଯୁକ୍ତି (Technology) ସହାୟତାରେ ନିୟମ ଏବଂ ପ୍ରକ୍ରିୟାରେ…

Read More
itr

Income Tax Return-ITR: FY 2019-20 ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଟିକସ ବୋର୍ଡ (Central Board of Direct Taxes) ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ୨୦୧୯ -୨୦ ମୂଲ୍ୟାଙ୍କନ ବର୍ଷ (Assessment Year 2020-21) ପାଇଁ ଆୟକର ରିଟର୍ଣ୍ଣ (Income Tax Return) ଦାଖଲ କରିବାର ସମୟସୀମା ବୃଦ୍ଧି କରିଛି। କେନ୍ଦ୍ରୀୟ ଟିକସ ବୋର୍ଡ ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ  ୩୧ଡିସେମ୍ବର ୨୦୨୦କୁ ବୃଦ୍ଧି କରିଛି। ପୂର୍ବରୁ ଏହି ସମୟସୀମା ୩୦ ନଭେମ୍ବର ୨୦୨୦ଥିଲା। ଅର୍ଥ ମନ୍ତ୍ରଣାଳୟ (Ministry of  Finance) ଶନିବାର ଏହା ଘୋଷଣା…

Read More
faceless

Income Tax:ଆୟକର ବିଭାଗ ସଚ୍ଚୋଟ କରଦାତାଙ୍କୁ କରିବ ସମ୍ମାନିତ,ଆଉ ହେବେନି ମୁହାଁମୁହିଁ କରଦାତା ଓ ଆୟକର ଅଧିକାରୀ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଟିକସ ଅପିଲ (Face Less Tax Schemes Appeal) ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ। କେବଳ ଅତି ଗୁରୁତର ଠକେଇ ଯଥା ବଡ଼ ଧରଣର ଟିକସ ଫାଙ୍କି, ଆନ୍ତର୍ଜାତିକ ଟିକସ ପ୍ରସଙ୍ଗ, କଳାଟଙ୍କା ମାମଲା ଏବଂ ଟିକସ ସଂକ୍ରାନ୍ତ ସମ୍ବେଦନଶୀଳ ଘଟଣାରେ ଆୟକର ଅଧିକାରୀମାନେ ସଂପୃକ୍ତ ଟିକସଦାତାଙ୍କୁ ଡାକି ମୁହାଁମୁହିଁ ପଚରାଉଚୁରା କରିପାରିବେ। ଫେସଲେସ୍‌ ଅପିଲ ବ୍ୟବସ୍ଥା ସଂପର୍କରେ…

Read More